ଲୋକସଭା ନିର୍ବାଚନ ଲଢିବେନି ଏନସିପି ସୁପ୍ରିମୋ ଶରଦ ପାୱାର

Published By : Prameya-News7 Bureau | March 11, 2019 IST

ମୁମ୍ବାଇ ୧୧|୩: ଲୋସଭା ନିର୍ବାଚନ ଲଢିବେନି ଏନସପି ସୁପ୍ରିମୋ ଶରଦ ପାୱାର।ଆଜି ସାମ୍ବାଦିକ ସମ୍ମିଳନୀରେ ଶରଦ ପାୱାର ଏନେଇ ଘୋଷଣା କରିଛନ୍ତି। ମହାରାଷ୍ଟ୍ରର ମାଧା ନିର୍ବାଚନମଣ୍ଡଳୀରୁ ସେ ନିର୍ବାଚନ ଲଢିବେନି ବୋଲି କହିଛନ୍ତି ପାୱାର। ଏବେ ମାଧା ନିର୍ବାଚନମଣ୍ଡଳୀରେ ଦଳର ନେତା ବିଜୟ ସିଂ ମହିତେ ପାଟିଲ ପ୍ରତିନିଧିତ୍ବ କରୁଛନ୍ତି। ତେବେ କିଛି ଦିନ ଧରି ପାୱାର ପୁଣି ଥରେ ମାଧାରୁ ଲୋକସଭା ନିର୍ବାଚନ ପାଇଁ ଲଢିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲ । ତେବେ ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ଚର୍ଚ୍ଚାକୁ ବିରାମ ଦେଇଛନ୍ତି ପାୱାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.