Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଫୁଙ୍ଗୁଳା ଦେହ ଦେଖାଇବାରେ କେବେ କମ୍ କରିନଥାନ୍ତି ଏହି ଅଭିନେତ୍ରୀ, ଟାଓ୍ୱେଲରୁ ବିକିନି ସବୁ ଫଟୋ ହୋଇଥାଏ ଭାଇରାଲ

6/12/2021 at 12:28 PM

ନୂଆଦିଲ୍ଲୀ ୦୬/୧୨: ଆଜିକାଲି ଟିଭି ଅଭିନେତ୍ରୀ ସଞ୍ଜୀଦା ଶେଖ ସୋସିଆଲ ମିଡିଆରେ ଖୁବ୍ ଆଲୋଚନା ହେଉଛନ୍ତି। ସେ ପ୍ରତିଦିନ ଏତେ ବୋଲ୍ଡ ଫଟୋ ସେୟାର କରୁଛନ୍ତି ଯେ ଯାହାକୁ ଦେଖି ପ୍ରଶଂସକ ଦିୱାନା ହୋଇ ଯାଉଛନ୍ତି। ସଞ୍ଜୀଦାଙ୍କ ଏପରି କିଛି ବୋଲ୍ଡ ଫଟୋ ଭାଇରାଲ୍ ହେଉଛି।

नियॉन ड्रेस में दिखाई अदाएं

ସର୍ବପ୍ରଥମେ ସଞ୍ଜୀଦା ଶେଖଙ୍କ ଏହି ଫୋଟ ଦେଖନ୍ତୁ । ଏହି ଫଟୋରେ ସଞ୍ଜୀଦା ଏକ ନିୟନ୍ ରଙ୍ଗର ଡ୍ରେସ୍ ପିନ୍ଧି ଭୂମିରେ ବସିଛନ୍ତି ଏବଂ ପ୍ରଶଂସକଙ୍କ ମନ ମୋହିବାକୁ ଏକରୁ ଅଧିକ ପୋଜ୍ ଦେଇଛନ୍ତି।

पहना ओपन पिंक टॉप

ସଞ୍ଜୀଦା ନିଜ ସୌନ୍ଦର୍ଯ୍ୟ ଦେଖାଇବା ପାଇଁ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ। ଏହି ଫଟୋରେ, ସେ ପିଙ୍କ ରଙ୍ଗର ହାଲୁକା ଫ୍ରଣ୍ଟ ଓପନ୍ ଟପ୍ ପିନ୍ଧିଛନ୍ତି । ଯାହା ବୋଲ୍ଡ ଏବଂ ସୁନ୍ଦର ଦେଖାଯାଉଛି।

बिकिनी में बिखेरा जलवा

ପିଙ୍କ୍ ରଙ୍ଗର ବିକିନି ସହିତ ସଞ୍ଜୀଦା ସେଲଫି ସେୟାର କରିଛନ୍ତି। ଏହି ସେଲଫିରେ ଅଭିନେତ୍ରୀ ଏପରି ଲୁକ୍ ଦେଇଛନ୍ତି ଯାହା କାହାକୁ ବି ଦିୱାନା କରିବା ପାଇଁ ଯଥେଷ୍ଟ।

Sanjeeda Shaikh Shares Pictures of Bold Photoshoot in Bath Towel, Fans Go  Crazy

   Related Posts