Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଗୋଆ ସହ ସାରା ଦେଶରେ ଗଢାଯିବ ଅଣବିଜେପି ସରକାର – ସଞ୍ଜୟ ରାଉତ

29/11/2019 at 1:29 PM

ମୁମ୍ବାଇ ୨୯।୧୧: ମହାରାଷ୍ଟ୍ରରେ ସରକାର ଦଖଲ କରିବା ପରେ ବିଜେପିକୁ ଶିବସେନାର ଧମକ। ମହାରାଷ୍ଟ୍ର ପରେ ଏବେ ଗୋଆରେ ସରକାର ଗଢ଼ିବା ଅଭିଯାନରେ ଦଳ ଥିବା କହିଛନ୍ତି ଶିବସେନା ନେତା ସଂଜୟ ରାଉତ ।

ସୂଚନାଯୋଗ୍ୟ ଯେ, କେବଳ ମହାରାଷ୍ଟ୍ର କିମ୍ବା ଗୋଆରେ ନୁହେଁ ବଂର ସାରା ଦେଶରେ ଅଣ ବିଜେପି ସରକାର ଗଢ଼ାଯିବ ବୋଲି ସଂଜୟ ରାଉତ ସୂଚନା ଦେଇଛନ୍ତି।  ଗୋଆ ପରୱାର୍ଡ ପାର୍ଟି ପ୍ରେସିଡେଣ୍ଟ ଓ ଗୋଆର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ତିନି ଜଣ ବିଧାୟକ ଶିବସେନା ସହିତ ହାତ ମିଳାଇଥିବା କହିଛନ୍ତି ସଂଜୟ ରାଉତ । ତେଣୁ ଗୋଆରେ ଏକ ନୂଆ ସରକାର ଗଠନର ଆଶଙ୍କା ସୃଷ୍ଟି ହୋଇଛି ।

   Related Posts