ଇଟାଲିଆନ୍ ବୟଫ୍ରେଣ୍ଡଙ୍କୁ ଡେଟ୍ କରୁଛନ୍ତି ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଳା

Published By : Prameya-News7 Bureau | April 16, 2019 IST

ମୁମ୍ବାଇ ୧୬/୪: ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଳା ଦତ୍ତ ସୋଶିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି। ସୋଶିଆଲ ମିଡିଆରେ ସେ ବାପାଙ୍କ ସହ ଅନେକ ଫଟୋ ସେୟାର କରନ୍ତି।  ନିକଟରେ ତ୍ରିଶାଳା ନିଜ ରିଲେସନଶିପ ଷ୍ଟାଟସ୍ ବିଷୟରେ ସୂଚନା ଦେଇଛନ୍ତି। ସେ ନିଜ ସୋଶିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି ଜଣେ ଇଟାଲିୟାନ୍ ପୁଅକୁ ଡେଟ୍ କରିବା ଅର୍ଥ ବହୁତ ପାସ୍ତା ଏବଂ ଓ୍ବାଇନ୍। ଏଥିରୁ ଜଣା ପଡ଼ିଯାଉଛି ଯେ ସଞ୍ଜୟ ଦତ୍ତଙ୍କ ଝିଅ ଜଣେ ଇଟାଲିୟାନ ଯୁବକଙ୍କୁ ଡେଟ୍ କରୁଛନ୍ତି। କିନ୍ତୁ ସେ କିଏ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

wp:core-embed/instagram {"url":"https://www.instagram.com/p/BwQ_883gBFI/","type":"rich","providerNameSlug":"instagram","className":""}
https://www.instagram.com/p/BwQ_883gBFI/
/wp:core-embed/instagram

 ଏହା ପୂର୍ବରୁ ଅନେକ ଥର ତାଙ୍କୁ ରିଲେସନଶିପ୍ ବିଷୟରେ ପ୍ରଶ୍ନ କରାଯାଇଛି। କିଛି ଦିନ ତଳେ ତ୍ରିଶାଳା ଇନଷ୍ଟାଗ୍ରାମର ନୂଆ ଫିଚର ‘ask a question’ରେ ନିଜ ଫ୍ୟାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ।   

{"id":103930,"width":595,"height":446}

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.