Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲେଶ୍ବର : ୧୬ନଂ ଜାତୀୟ ରାଜପଥ କୁରୁଡା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଆଠମଲ୍ଲିକ : ଦେଉଳଝରି ନିକଟରେ ଓଲଟିଲା କୋଇଲା ବୋଝେଇ ଟ୍ରକ୍
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଗୁରୁତର
  • ||
  • ସମ୍ବଲପୁର : ଅପରେସନ ବେଳେ ଖାଦ୍ୟନଳୀ କାଟିଦେଲେ ଡାକ୍ତର, ଗୁରୁତର ଅବସ୍ଥାରେ ମହିଳା ବୁର୍ଲାରେ ଭର୍ତ୍ତି
  • ||
  • ସମ୍ବଲପୁର : ଡାକ୍ତରଖାନାରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଅଟକ
  • ||
  • ସୋନପୁର : ଘର ଭାଙ୍ଗି ଶୋଇଥିବା ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ସୋର : ଟଙ୍କା ପାଇଁ ଯୁବକଙ୍କୁ ଅପହରଣ ଘଟଣା, କୋଲକାତାରୁ ଅପହୃତ ତାପସ ଉଦ୍ଧାର
  • ||
  • ସୁନ୍ଦରଗଡ଼ : ନଦୀ ପଠାରେ ପଡିଛି ଶରୀରର ବିଭିନ୍ନ କଟା ଅଂଶ, ହତ୍ୟା ପରେ ଫିଙ୍ଗାଯାଇଛି !
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||

ଗାଁରେ ଉତ୍ପାଦନ ହେବ ସାନିଟାରୀ ନାପକିନ

29/12/2018 at 4:17 PM

ଭଦ୍ରକ ୨୯/୧୨: ଗାଁରେ ଉତ୍ପାଦନ ହେବ ସାନିଟାରୀ ନାପକିନ । ଏଣିକି ଗାଁ ଲୋକେ କିଣିବେନି  ସହରୀ ତିଆରି ନାପକିନ । କେନ୍ଦ୍ରସରକାରଙ୍କ ଦ୍ୱାରା ପ୍ରାୟୋଜିତ  ଉଜ୍ବଳା  ଯୋଜନାକୁ ଲୋକାଭିମୁଖୀ  କରିବାକୁ ରବିବାର ଉଜ୍ବଳା ନାପକିନ ଶୁଭାରମ୍ଭ ହେବାକୁ  ଯାଉଛି l ଉକ୍ତ ନାପକିନ ଗାଁରେ ତିଆରି ହୋଇ ଗାଁ ଲୋକଙ୍କୁ ବିକ୍ରି କରାଯିବ l ବଜାରଠାରୁ କମ ଦର ସହ ଅଧିକ ଗୁଣବତ୍ତା ରହିବ ବୋଲି ଆଜି ପ୍ରେସ୍ ମିଟରେ ସୂଚନା ଦେଇଛନ୍ତି  ଭଦ୍ରକ ଉଜ୍ବଳା ଯୋଜନାର ସିନିଅର  ମ୍ୟାନେଜର  କାର୍ତିକ  ଚନ୍ଦ୍ର ଜେନା l ଏହି ନାପକିନରେ କୌଣସି  କେମିକାଲ  ବ୍ୟବହାର ହେବନାହିଁ । ମାଟିରେ ଶୀଘ୍ର ମିଶିବା ସହ ହାଇଜିନିକ୍  ହେବ। ଏଣୁ ଏହା ଲୋକାଦୃତ  ହୋଇପାରିବ  ବୋଲି କମ୍ପାନୀ  ଆଶା ରଖିଛି ।

   Related Posts