କୌଣସି ଅପସରୀ ଠାରୁ କମ୍ ନୁହେଁ ସାନିଆ ମିର୍ଜାର ସାନ ଭଉଣୀ ହେଲେ ସ୍ଵାମୀ ଦେଲେ ତଲାକ..କାହିଁକି ଜାଣିବା ଆସନ୍ତୁ

Published By : Prameya-News7 Bureau | February 04, 2019 IST

ଆପଣ ଟେନିସ ତାରକା ସାନିଆ ମିର୍ଜାଙ୍କୁ ନିଶ୍ଚୟ ଚିହ୍ନିଥିବେ । ସେ ୨୦୧୦ ମସିହାରେ ସୋଏବ ମଲ୍ଲିକକୁ ବିବାହ କରିଥିଲେ । ବିବାହର ଆଠ ବର୍ଷ ପରେ ମଧ୍ୟ ସେ ପିଲା ଜନ୍ମ ଦେଇଥିଲେ ।

{"id":81849}

କିନ୍ତୁ ଆପଣ କେବେ ସାନିଆଙ୍କ ସାନ ଭଉଣୀ ବାବଦରେ ଜାଣି ନଥିବେ । ସେ ମଧ୍ୟ ସାନିଆଙ୍କ ଠାରୁ ଦେଖିବାକୁ ଅପସରୀ ଭଳି ଆହୁରି ସୁନ୍ଦର । କିନ୍ତୁ ବର୍ଷକ ତଳେ ସ୍ଵାମୀ ତାଙ୍କୁ ଦେଇଛନ୍ତି ତିନି ତଲାକ ।

{"id":81851}

ସାନିଆଙ୍କ ସାନ ଭଉଣୀ ହେଇଛନ୍ତି ଅନମ ମିର୍ଜା । ଅକସର ନାମକ ଜଣେ ବ୍ୟବସାୟୀଙ୍କୁ  ୨୦୧୬ ମସିହାରେ ବିବାହ କରିଥିଲେ ଅନମ । ଏହି ବିବାହ ଉତ୍ସବରେ ବଲିଉଡ଼ ଇଣ୍ଡଷ୍ଟ୍ରୀର ନାମୀଦାମୀ କଳାକାର ବି ଯୋଗ ଦେଇଥିଲେ । ସଲମାନ ଖାନ, ପରିଣତି ଚୋପ୍ରା,ଅର୍ଜ୍ଜୁନ କପୁର ଆଦି ବ୍ରାଣ୍ଡ କଳାକାର ବିବାହ ଭୋଜି ଆସିଥିଲେ ।

{"id":81854}

କିନ୍ତୁ ଅନମଙ୍କୁ ଏହି ବର୍ଷେହେଲା ତାଙ୍କ ସ୍ଵାମୀ ଦେଇଛନ୍ତି ତଲାକ । ନିଜ ଭିତରେ ଲାଗିଥିବା ବ୍ୟକ୍ତିଗତ ଝଗଡ଼ା ପାଇଁ ତଲାକ ଦେଇଥିବା କଥା ଜଣାପଡ଼ିଛି ।

{"id":81855,"width":581,"height":306}

ଦେଖନ୍ତୁ ଏହି ସବୁ ଫଟୋ ଅନମଙ୍କର,ଯାହା କୌଣସି ହୋରୋଇନର ଚେହେରା ଠାରୁ କିଛି କମ୍ ନୁହେଁ । କିନ୍ତୁ ସ୍ଵାମୀଙ୍କ ଠାରୁ ତଲାକ ପାଇବା ପରେ ସେ ନିଜ ବାପାଙ୍କ ପାଖକୁ ଚାଲିଆସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.