Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

କୌଣସି ଅପସରୀ ଠାରୁ କମ୍ ନୁହେଁ ସାନିଆ ମିର୍ଜାର ସାନ ଭଉଣୀ ହେଲେ ସ୍ଵାମୀ ଦେଲେ ତଲାକ..କାହିଁକି ଜାଣିବା ଆସନ୍ତୁ

4/02/2019 at 7:15 PM

ଆପଣ ଟେନିସ ତାରକା ସାନିଆ ମିର୍ଜାଙ୍କୁ ନିଶ୍ଚୟ ଚିହ୍ନିଥିବେ । ସେ ୨୦୧୦ ମସିହାରେ ସୋଏବ ମଲ୍ଲିକକୁ ବିବାହ କରିଥିଲେ । ବିବାହର ଆଠ ବର୍ଷ ପରେ ମଧ୍ୟ ସେ ପିଲା ଜନ୍ମ ଦେଇଥିଲେ ।

କିନ୍ତୁ ଆପଣ କେବେ ସାନିଆଙ୍କ ସାନ ଭଉଣୀ ବାବଦରେ ଜାଣି ନଥିବେ । ସେ ମଧ୍ୟ ସାନିଆଙ୍କ ଠାରୁ ଦେଖିବାକୁ ଅପସରୀ ଭଳି ଆହୁରି ସୁନ୍ଦର । କିନ୍ତୁ ବର୍ଷକ ତଳେ ସ୍ଵାମୀ ତାଙ୍କୁ ଦେଇଛନ୍ତି ତିନି ତଲାକ ।

ସାନିଆଙ୍କ ସାନ ଭଉଣୀ ହେଇଛନ୍ତି ଅନମ ମିର୍ଜା । ଅକସର ନାମକ ଜଣେ ବ୍ୟବସାୟୀଙ୍କୁ  ୨୦୧୬ ମସିହାରେ ବିବାହ କରିଥିଲେ ଅନମ । ଏହି ବିବାହ ଉତ୍ସବରେ ବଲିଉଡ଼ ଇଣ୍ଡଷ୍ଟ୍ରୀର ନାମୀଦାମୀ କଳାକାର ବି ଯୋଗ ଦେଇଥିଲେ । ସଲମାନ ଖାନ, ପରିଣତି ଚୋପ୍ରା,ଅର୍ଜ୍ଜୁନ କପୁର ଆଦି ବ୍ରାଣ୍ଡ କଳାକାର ବିବାହ ଭୋଜି ଆସିଥିଲେ ।

କିନ୍ତୁ ଅନମଙ୍କୁ ଏହି ବର୍ଷେହେଲା ତାଙ୍କ ସ୍ଵାମୀ ଦେଇଛନ୍ତି ତଲାକ । ନିଜ ଭିତରେ ଲାଗିଥିବା ବ୍ୟକ୍ତିଗତ ଝଗଡ଼ା ପାଇଁ ତଲାକ ଦେଇଥିବା କଥା ଜଣାପଡ଼ିଛି ।

ଦେଖନ୍ତୁ ଏହି ସବୁ ଫଟୋ ଅନମଙ୍କର,ଯାହା କୌଣସି ହୋରୋଇନର ଚେହେରା ଠାରୁ କିଛି କମ୍ ନୁହେଁ । କିନ୍ତୁ ସ୍ଵାମୀଙ୍କ ଠାରୁ ତଲାକ ପାଇବା ପରେ ସେ ନିଜ ବାପାଙ୍କ ପାଖକୁ ଚାଲିଆସିଛନ୍ତି ।

   Related Posts