Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ଚନ୍ଦ୍ରଶେଖରଙ୍କ ଚାପୁଡା ଘଟଣା : ଚାପୁଡା ଖାଇଥିବା ସଂଗ୍ରାମ କହିଲେ ଖାଲି ଟିକେ ଛୁଇଁଦେଲେ…

25/09/2019 at 1:57 PM

ବ୍ରହ୍ମପୁର ୨୫।୯: ପାରଳାଖେମୁଣ୍ଡିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଜଣେ କର୍ମୀଙ୍କୁ ମଞ୍ଚ ଉପରେ ଚଟକଣା ମାରିବାର ଭିଜୁଆଲ ଭାଇରାଲ୍ ହେବା ପରେ ଜୋର ଧରିଛି ରାଜନୀତି । ବିରୋଧୀ ଏଭଳି ଘଟଣାକୁ କଡା ସମାଲୋଚନା କରିଥିବା ବେଳେ ବିଜେଡି ମଧ୍ୟ ପ୍ରତିକ୍ରିୟା ରଖିଛି ।

କର୍ମୀ ସଂଗ୍ରାମ ସାହୁ କହିଛନ୍ତି ଯେ, ସାଂସଦ ଚନ୍ଦ୍ର ଶେଖର ସାହୁ ତାଙ୍କୁ ଖାଲି ଛୁଇଁଦେଇଥିଲେ । ଚାପୁଡା ମାରିନାହାନ୍ତି ବୋଲି ସେ କହିଛନ୍ତି । ଗାଲକୁ ଛୁଇଁ ଆକଟ କରିଛନ୍ତି ବୋଲି ସଂଗ୍ରାମ କହିଛନ୍ତି । ବଡ ଭାଇ ହିସାବରେ ସେ ଆକଟ କରିଛନ୍ତି ବୋଲି ସଂଗ୍ରାମ କହିଛନ୍ତି ।

ଗତକାଲି ପାରଳାଖେମୁଣ୍ଡିରେ ବିଜେଡିର ମିଶ୍ରଣ ପର୍ବରେ ଯୋଗଦେଇଥିଲେ ସାଂସଦ ଚନ୍ଦ୍ର ଶେଖର ସାହୁ । ଏହି ସମୟରେ ସ୍ଥାନୀୟ ଅଞ୍ଚଳର କଂଗ୍ରେସ କର୍ମୀ ସଂଗ୍ରାମ ସାହୁ, ସାଂସଦଙ୍କ ଠାରୁ ଉତ୍ତରୀୟ ପକାଇ ସ୍ବାଗତ ଆଶା ରଖିଥିଲେ । ତେବେ ବିଜେଡିର ଜଣେ ବରିଷ୍ଠ ନେତା ସଂଗ୍ରାମଙ୍କୁ ଉତ୍ତରୀୟ ପକାଇବାରୁ ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ ସେ । ସଂଗ୍ରାମଙ୍କ ଅସନ୍ତୋଷ ଦେଖି କ୍ଷୁବ୍ଧ ହୋଇଥିଲେ ସାଂସଦ । ମଞ୍ଚ ଉପରେ ସାଂସଦ, ସଂଗ୍ରାମଙ୍କୁ ଚାପୁଡ଼ା ମାରିଥିଲେ ।

   Related Posts