Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଷଣ୍ଢ ସହ ଧକ୍କା ହେଲା ବାଇକ୍, ମହିଳା ମୃତ

27/06/2021 at 12:18 PM

ଜଳେଶ୍ୱର,୨୭/୦୬:  ବାଲେଶ୍ୱର ଜିଲ୍ଲା ବାଳିଆପାଳ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବାଲିଆପାଳ-ବସ୍ତା ମୁଖ୍ୟ ରାସ୍ତା ଗେଙ୍ଗୁଟିଆ ଛକ ନିକଟରେ ଘଟିଛି ଏହି ଅଭାବୟୀ ଘଟଣା ।ଏକ ବାଇକ ଓ ଷଣ୍ଢ ମଧ୍ୟରେ ମୁହଁ ମୁହିଁ ଧକ୍କା ହୋଇ ଜଣେ ପ୍ରାଣ ହରାଇଛନ୍ତି।

ସୂଚନା ଅନୁସାରେ, ବାଇକ ଯୋଗେ ଜମେ ମହିଳା ଓ ଅନ୍ୟ ଜମେ କେଉଁଆଡେ ଯାଉଥିଲେ । ତେବେ ଗେଙ୍ଗୁଟିଆ ଛକ ନିକଟରେ ବାଇକଟି ଏକ ଷଣ୍ଢ ସହ ମୁହାଁମୁହିଁ ହୋଇଥିଲା । ଫଳରେ ଉଭୟ ମହିଳା ଓ ବାଇକ ଚାଳକ ରାସ୍ତାରେ ପଡିଯାଇଥିଲେ । ମହିଳାଙ୍କୁ ଜୋରରେ ଆଘାତ ଲାଗିଥିଲା । ଫଳରେ ସେ ପ୍ରାଣ ହରାଇଥିଲେ । ସେହିପରି ଚାଳକ ମଧ୍ୟ ଗୁରୁତର ହୋଇଛନ୍ତି ।  ମୃତ ମହିଳା ଜଣକ ବଡ଼ ତାଳପଦା ଗ୍ରାମର  ବାସନ୍ତୀ ସାହୁ ବୋଲି ଜଣାପଡିଛି ।

   Related Posts