Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ମାଡିଯାଇ ୧୪ ଶ୍ରମିକ ମୃତ
  • ||
  • ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
  • ||

ଓଭର ହେଡ ଗାର୍ଡକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ, ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ

13/12/2020 at 8:29 PM

ଅନୁଗୁଳ ୧୩।୧୨:  ତାଳଚେରର ଜାମୁବାହାଳି ଛକ ଠାରେ ଓଭର ହେଡ ଗାର୍ଡକୁ ଧକ୍କା ଦେଲା ବାଲି ଵୋଝେଇ ଟ୍ରକ ।  ଘଟଣା ସ୍ଥଳରେ  ଡ୍ରାଇଭର ଙ୍କ ମୃତୁ ଘଟିଛି  । ମୃତକ ଡ୍ରାଇଭର ଜଣକ ହେଉଛନ୍ତି  କ୍ଷେତ୍ରବାସୀ ମହନ୍ତ । ସେ  ତେଲକୋଇ ଅଂଚଳର ବୋଲି ଜଣାପଡିଛି । ଘଟଣା ସ୍ଥଳରେ କଲିୟାରୀ ପୋଲିସ ପହଂଚି ତଦନ୍ତ ଜାରି ରଖିଛି।

   Related Posts