ଓଭର ହେଡ ଗାର୍ଡକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ, ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ

Published By : Prameya-News7 Bureau | December 13, 2020 IST

ଅନୁଗୁଳ ୧୩।୧୨:  ତାଳଚେରର ଜାମୁବାହାଳି ଛକ ଠାରେ ଓଭର ହେଡ ଗାର୍ଡକୁ ଧକ୍କା ଦେଲା ବାଲି ଵୋଝେଇ ଟ୍ରକ ।  ଘଟଣା ସ୍ଥଳରେ  ଡ୍ରାଇଭର ଙ୍କ ମୃତୁ ଘଟିଛି  । ମୃତକ ଡ୍ରାଇଭର ଜଣକ ହେଉଛନ୍ତି  କ୍ଷେତ୍ରବାସୀ ମହନ୍ତ । ସେ  ତେଲକୋଇ ଅଂଚଳର ବୋଲି ଜଣାପଡିଛି । ଘଟଣା ସ୍ଥଳରେ କଲିୟାରୀ ପୋଲିସ ପହଂଚି ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.