Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ଅର୍ନ୍ତଜାତୀୟ ମହିଳା ଦିବସ ଅବସରରେ ପୁରୀ ବେଳାଭୂମୀରେ ଆୟୋଜିତ ହୋଇଛି ୧୨ ଫୁଟ ଉଚ୍ଚ ବାଲୁକା କଳା ପ୍ରଦର୍ଶନୀ

8/03/2019 at 6:57 PM

ଅର୍ନ୍ତଜାତୀୟ ମହିଳା ଦିବସ ଅବସରରେ ପୁରୀ ବେଳାଭୂମୀରେ ଆୟୋଜିତ ହୋଇଯାଇଛି ଏକ ବାଲୁକା କଳା ପ୍ରଦର୍ଶନୀ। ବାଲୁକାଶିଳ୍ପୀ ମାନସ ସାହୁଙ୍କ ଦ୍ୱାରା ନିର୍ମିତ ଏହି ଆକର୍ଷଣୀୟ ବାଲୁକା କଳାରେ ମହିଳା ମାନଙ୍କୁ ସବୁ କ୍ଷେତ୍ରରେ ସଂପୁର୍ଣ୍ଣ ସ୍ୱାଧିନତା ଦେବା ପାଇଁ ଏହି ଦିବସରେ ଆହ୍ୱାନ ଦିଆଯାଇଛି। ପ୍ରାୟ ୧୨ ଫୁଟ ଉଚ୍ଚ ଓ ୨୦ ଫୁଟ ଓସାରର ଏହି ବାଲୁକାକଳାରେ ପ୍ରାୟ ୨୦ ଟନ୍ ବାଲି ବ୍ୟବହାର କାରାଯାଇଛି।

ମାନସଙ୍କ ଏହି ବାଲୁକା କଳା ନିର୍ମାଣରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଇନଷ୍ଟିଚ୍ୟୁଟର ଶିଳ୍ପୀମାନେ ସହଯୋଗ କରିଥିଲେ। ମାନସଙ୍କ ଏହି ବାଲୁକ କଳା ଦେଖିବା ପାଇଁ ବହୁ ସଂଖ୍ୟାରେ କଳାପ୍ରେମୀ ଓ ପର୍ଯ୍ୟଟକ ବେଳଭୂମିରେ ଏକାଠି ହୋଇଥିଲେ ।

   Related Posts