ରାଜ୍ୟସଭାରେ ସାନ୍ତାଳୀ ଭାଷାକୁ ମିଳିଲା ଅନୁମତି
Published By : Prameya-News7 Bureau | July 13, 2018 IST
ରାଜ୍ୟସଭାରେ ଆଉ ୫ ଭାଷାକୁ ମିଳିଲା ଅନୁମତି ... ସାନ୍ତାଳୀ ସମେତ ୫ ଭାଷାକୁ ମିଳିଲା ଅନୁମତି ... ଡୋଗ୍ରୀ, କାଶ୍ମୀରୀ, କୋଙ୍କଣୀ, ସିନ୍ଧି ଭାଷାକୁ ମଧ୍ୟ ମିଳିଲା ଅନୁମତି ... ଏଣିକି ସାନ୍ତାଳୀ ଭାଷାରେ ଆଲୋଚନା କରିପାରିବେ ସାଂସଦ ... ଆଗାମୀ ମୌସୁମୀ ଅଧିବେଶନରେ ଆଲୋଚନାରେ ଭାଗ ନେଇ ପାରିବେ ସାଂସଦ ... ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁଙ୍କ ସୂଚନା ...