ସାପ କାମୁଡି ମହିଳାଙ୍କ ମୃତ୍ୟୁ

Published By : Prameya-News7 Bureau | September 16, 2019 IST

ସାନଖେମୁଣ୍ଡି୧୬|୯; ଗଂଜାମ ଶେରଗଡ ଗୋବିନ୍ଦପୁର ଗାଁରେ ସାପ କାମୁଡିବା ଫଳରେ ମହିଳାଙ୍କ ମୃତ। ବିଲରୁ ଘରକୁ ଫେରୁଥିବା ବେଳେ ସାପ କାମୁଡ଼ାରେ ମଞ୍ଜୁଳା ସେଠୀ (୩୮)ଙ୍କ ମୃତ୍ୟୁ। ଗ୍ରାମବାସୀ ସଂଗେ ସଂଗେ ହିଂଜିଳି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

{"id":158433}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.