Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ସମଝୋତା ଏକ୍ସପ୍ରେସ ବିସ୍ଫୋରଣ ମାମଲାରେ ସ୍ଵାମୀ ଅସୀମାନନ୍ଦଙ୍କ ସମେତ ୩ ଜଣଙ୍କୁ କ୍ଲିନଚିଟ୍

20/03/2019 at 8:41 PM

ନୂଆଦିଲ୍ଲୀ ୨୦/୩- ସମଝୋତା ଏକ୍ସପ୍ରେସ ବୋମା ବିସ୍ଫୋରଣ ମାମଲାରେ ଅସୀମାନନ୍ଦ ସମେତ ୩ଜଣଙ୍କୁ କୋର୍ଟ ଦେଲା କ୍ଲିନଚିଟ୍ ।୨୦୦୭ ମସିହା ଫେବୃଆରୀ ୧୮ ତାରିଖରେ ସମଝୋତା ଏକ୍ସପ୍ରେସରେ ହୋଇଥିଲା ବିସ୍ଫୋରଣ । ଏହି ବିସ୍ଫୋରଣରେ ୬୮ଜଣ ମୃତ୍ୟୁ ହୋଇଥିଲା । ବିଶେଷକରି ପାକିସ୍ତାନର ନାଗରିକଙ୍କର ହୋଇଥିଲା ମୃତ୍ୟୁ  ।

ଏହି ଘଟଣାରେ ସ୍ବାମୀ ଅସୀମାନନ୍ଦଙ୍କ ସହ ଆହୁରି ତିନିଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା । କିନ୍ତୁ କୋର୍ଟ ସେମାନଙ୍କୁ ନିର୍ଦ୍ଦୋଷ ବୋଲି ଦେଇଚି କ୍ଲିନଚିଟ୍ ।

   Related Posts