ସମଝୋତା ଏକ୍ସପ୍ରେସ ବିସ୍ଫୋରଣ ମାମଲାରେ ସ୍ଵାମୀ ଅସୀମାନନ୍ଦଙ୍କ ସମେତ ୩ ଜଣଙ୍କୁ କ୍ଲିନଚିଟ୍

Published By : Prameya-News7 Bureau | March 20, 2019 IST

ନୂଆଦିଲ୍ଲୀ ୨୦/୩- ସମଝୋତା ଏକ୍ସପ୍ରେସ ବୋମା ବିସ୍ଫୋରଣ ମାମଲାରେ ଅସୀମାନନ୍ଦ ସମେତ ୩ଜଣଙ୍କୁ କୋର୍ଟ ଦେଲା କ୍ଲିନଚିଟ୍ ।୨୦୦୭ ମସିହା ଫେବୃଆରୀ ୧୮ ତାରିଖରେ ସମଝୋତା ଏକ୍ସପ୍ରେସରେ ହୋଇଥିଲା ବିସ୍ଫୋରଣ । ଏହି ବିସ୍ଫୋରଣରେ ୬୮ଜଣ ମୃତ୍ୟୁ ହୋଇଥିଲା । ବିଶେଷକରି ପାକିସ୍ତାନର ନାଗରିକଙ୍କର ହୋଇଥିଲା ମୃତ୍ୟୁ  ।

ଏହି ଘଟଣାରେ ସ୍ବାମୀ ଅସୀମାନନ୍ଦଙ୍କ ସହ ଆହୁରି ତିନିଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା । କିନ୍ତୁ କୋର୍ଟ ସେମାନଙ୍କୁ ନିର୍ଦ୍ଦୋଷ ବୋଲି ଦେଇଚି କ୍ଲିନଚିଟ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.