ବରିଷ୍ଠ ନେତା ଦାମ ରାଉତ ବିଜେପିରେ ଖୁସି ନଥିବା କହିଲେ ପୁଅ ସମ୍ବିତ
7/06/2019 at 4:38 PM

ଭୁବନେଶ୍ବର ୭|୬: ଦାମୋଦର ରାଉତ ବିଜେପିରେ ଖୁସି ନାହାନ୍ତି ବୋଲି କହିଛନ୍ତି ଦାମ ରାଉତଙ୍କ ପୁଅ ତଥା ପାରାଦୀପର ବିଧାୟକ ସମ୍ବିତ ରାଉତରାୟ। ସମ୍ବିତ କହିଛନ୍ତି ଯେ, ବାପା ଡିସପୋଜେବଲ ଆଇଟମ୍ ନୁହନ୍ତି।। ତେବେ ସେ ବିଜେଡିକୁ ଫେରିବେ କି ଏଭଳି ପ୍ରଶ୍ନର ଉତ୍ତରରେ ସମ୍ବିତ କହିଛନ୍ତି ଯେ, ରାଜନୀତିରେ ସବୁକିଛି ସମ୍ଭବ। ତାଙ୍କର ବିଜେପିକୁ ଯିବା ଠିକ୍ ହୋଇନି, ଲୋକେ ତାଙ୍କୁ ଗ୍ରହଣ କଲେନି ସେଥିପାଇଁ ସେ ହାରିଲେ ବୋଲି ସେ କହିଛନ୍ତି।
Related Posts
କଳାକନା ବୁଲାଇଦେଲେ ଲୁଟେରା, ଗୋଟିଏ ଦିନରେ ୨ଟି ମନ୍ଦିରରୁ ଚୋରି
27 February 2021
ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ, ପାଣିରେ ଭାସୁଛି ଗାମୁଛା….
27 February 2021
ମାଓବାଦୀଙ୍କ ଯୋଜନା ପଣ୍ଡ : ଅଳ୍ପକେ ବର୍ତ୍ତିଲେ ଯବାନ, ଠାବ ହେଲା ବିସ୍ଫୋରକ
27 February 2021