Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ୪୯ ବର୍ଷ ପରେ ସେମି ଫାଇନାଲରେ ଭାରତୀୟ ହକି ଦଳ, ବ୍ରିଟେନକୁ ୩-୧ରେ ଦେଲା ମାତ୍
  • ||
  • ରାଜଧାନୀ ଭୁବନେଶ୍ବରରେ ଲକ୍ଷେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା : ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୦୦,୧୮୧ ; ଦିନକରେ ୩୧୮ ସଂକ୍ରମିତ ଚିହ୍ନଟ, ୨୩୯ ସୁସ୍ଥ
  • ||
  • ଦେଶର ମାନ ବଢାଇଲେ ପିଭି ସିନ୍ଧୁ, ଟୋକିଓ ଅଲିମ୍ପିକ୍ସରେ ଜିତିଲେ ବ୍ରୋଞ୍ଜ ମେଡାଲ
  • ||
  • ଅଗଷ୍ଟ ୫ରୁ ଖୋଲିବ ଭିତରକନିକା ଅଭୟାରଣ୍ୟ : କେବଳ ଦିନରେ ବୁଲି ପାରିବେ ପର୍ଯ୍ୟଟକ, ରାତ୍ରୀଯାପନ ମନା
  • ||
  • ଚାଇନାର ନୂଆ ଚାଲ୍, ୨୦୨୭ ସୁଦ୍ଧା ତିଆରି କରିବ ଅତ୍ୟାଧୁନିକ ସେନା, ୟୁଏସକୁ ଦେବ ଟକ୍କର
  • ||
  • ହାରିବା ପରେ ନିୟନ୍ତ୍ରଣ ହରାଇଲେ ଜୋକୋଭିକ୍, ରାକେଟକୁ ବାଡେଇ ଭାଙ୍ଗିଦେଲେ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୪ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୪୩୭ କରୋନା ପଜିଟିଭ୍
  • ||

ମୋଦି ସରକାରଙ୍କ ୪ ବର୍ଷର ବିଭିନ୍ନ ଯୋଜନା ସମ୍ପର୍କରେ କହିଲେ ସମ୍ବିତ

25/05/2018 at 10:30 AM

ଦେଶରେ ଜିଡିପି ହାର ୭.୪ ବଢିଛି … ଜନଧନ ଯୋଜନାରେ ୫୦ ପ୍ରତିଶତ ଲୋକଙ୍କ ଖାତା ଖୋଲାଯାଇଛି … ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋଟିଏ ଘର ହୋଇଛି … ଉଜ୍ଜଳା ଯୋଜନାରେ ୩.୮ କୋଟି ଏଲ୍ପିଜି ସିଲିଣ୍ଡର ଲୋକଙ୍କ ଘରେ ପହଞ୍ଚିଛି … ଡିବିଟି, ଆୟୁଷ୍ମାନ ଭାରତ ଯୋଜନା କଥା କହିଲେ ସମ୍ବିତ … ଓଡିଶାରେ ସଡକ, ବିଜୁଳି, ଉଡାନ ଯୋଜନା, ଉର୍ଜା ଗଙ୍ଗା ଯୋଜନା କାର୍ଯ୍ୟକାରୀ ହୋଇଛି … ଓଡିଶାରେ ସୁଯୋଗ ଥାଇବି ୨୦ ବର୍ଷରେ କିଛି ହୋଇପାରିନି … ଓଡିଶା ସବୁ କ୍ଷେତ୍ରରେ ପଛୁଆ ଅଛି … ପ୍ରଧାନମନ୍ତ୍ରୀ ୪ ବର୍ଷର ହିସାବ ଦେଉଛନ୍ତି … ନବୀନ ବାବୁ ୨୦ ବର୍ଷର ହିସାବ ଦେବା କଥା ପ୍ରଶ୍ନ କଣ ପଚାରୁଛନ୍ତି …

Leave a Reply

   Related Posts