ବରଯାତ୍ରୀ ବସ୍ ଦୁର୍ଘଟଣା, ୭ ମୃତ ଓ ୮ଗୁରୁତର

Published By : Prameya-News7 Bureau | July 19, 2021 IST

ଉତ୍ତରପ୍ରଦେଶ ୧୯/୭ : ଉତ୍ତରପ୍ରଦେଶ ସମ୍ଭାଲ ଜିଲ୍ଲାର ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣାଗ୍ରସ୍ତ । ରାସ୍ତାରେ ବସଟି ଛିଡା ହୋଇଥିବା ବେଳେ ଅନ୍ୟ ଏକ ବସ୍ ଆସି ପିଟି ହୋଇଥିଲା । ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି ।

wp:html /wp:html

ପୋଲିସ ଅଧିକ୍ଷକ କହିଛନ୍ତି ଯେ ବିବାହ ସମାରୋହରେ ଯୋଗଦେଇ ଫେରୁଥିବା ବେଳେ ଏହି ଦୁର୍ସାଘଟଣା ହୋଇଥିଲା । ଦୁର୍ଘଟଣାରେ ଆହତ ହୋଇଥିବା ଆଠ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ମୃତକଙ୍କ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.