ସାନଖେମୁଣ୍ଡି: ସମ୍ବର ମାଂସ ଜବତ, ଜଣେ ଗିରଫ
1/01/2021 at 10:31 PM

ସାନଖେମୁଣ୍ଡି୧/୧: ଦିଗପହଣ୍ଡି ରେଞ୍ଜ୍ ନୂଆପଡ଼ା ସେକ୍ସନ କଲେଜ ଛକ ନିକଟରେ ସମ୍ବର ମାଂସ ଜବତ କଲା ବନ ବିଭାଗ। ସମ୍ବରର ୬ ଖଣ୍ଡ ଶରୀରର ଅଂଶ ବିଶେଷ ସହ ୧୭୫ କେଜି ମାଂସ ଜବତ ହୋଇଛି। ଅଟୋ ସହ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ସୂଚନା ଦେଲେ ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ।
Related Posts
ଡକାୟତି ଯୋଜନା ପଣ୍ଡ : ୩ ଡକାୟତ ଗିରଫ, ବନ୍ଧୁକ ଓ ୧୦ ରାଉଣ୍ଡ ଗୁଳି ଜବତ
16 January 2021