ସମ୍ବଲପୁରରେ ନିଶା ଦେଇ ଯୁବତୀଙ୍କୁ ଗଣ ଦୁଷ୍କର୍ମ

Published By : Prameya-News7 Bureau | December 08, 2019 IST

ସମ୍ବଲପୁର ୦୮।୧୨ - ସମ୍ବଲପୁରରେ ନିଶା ଦେଇ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ । ଅଇଁଠାପଲ୍ଲି ଅ଼ଞ୍ଚଳରେ ଜଣେ ଯୁବତୀଙ୍କୁ ନିଶା ଦେଇ ଏକ ନିଛାଟିଆ ସ୍ଥାନକୁ ଟେକି ନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହାପରେ ଯୁବତୀଙ୍କୁ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଥିଲା।

ତାଙ୍କୁ ଚିକିତ୍ସାପାଇଁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.