ସମ୍ବଲପୁର ଜିଲ୍ଲା ପୋଲିସକୁ ବଡ ସଫଳତା, ଜମନକିରା ଆନ୍ଧ୍ରବ୍ୟାଙ୍କ ଡକାୟତି ଘଟଣାର ପର୍ଦ୍ଦଫାଶ
2/09/2018 at 1:53 AM

ସମ୍ବଲପୁର ଜିଲ୍ଲା ପୋଲିସକୁ ବଡ ସଫଳତା। ଓଡ଼ିଶା ସମେତ ୩ ଟି ରାଜ୍ୟରେ ଏକାଧିକ ଲୁଟ୍ରେ ସଂପୃକ୍ତ ଏକ ଆନ୍ତଃରାଜ୍ୟ ଡକାୟତ ଦଳକୁ ଗିରଫ କରିଛି ସ୍ବତନ୍ତ୍ର ପୋଲିସ ଟିମ୍ । ଜମନକିରା ଆନ୍ଧ୍ରବ୍ୟାଙ୍କ ଡକାୟତି ଘଟଣାର ପର୍ଦ୍ଦଫାଶ କରିବା ସହ ଗିରଫ ଡକାୟତ ମାନଙ୍କ ଠାରୁ ପୋଲିସ୍ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓଗାଳିଛି।
Related Posts
ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ୍ ଛୁଟି
4 March 2021