ସମ୍ବଲପୁର ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡର ଅଭିଯୁକ୍ତକୁ କଠୋର ଦଣ୍ଡ ଦେବା ପାଇଁ ପୋଲିସ ଡିଜିଙ୍କୁ ଭେଟିଲେ ଝିଅ ବିଜୟିନୀ
28/07/2019 at 7:27 PM

ଭୁବନେଶ୍ବର ୨୮|୭: ଦୀର୍ଘ ଆଠ ବର୍ଷ ପରେ ସମ୍ବଲପୁର ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ତେବେ ଏହି ଘଟଣାରେ ଦୋଷୀକୁ କଠୋର ଦଣ୍ଡ ଦେବା ପାଇଁ ମୃତ ଜୟଶ୍ରୀ ମିଶ୍ର ଝିଅ ବିଜୟିନୀ ମିଶ୍ର ଦାବି କରିଛନ୍ତି । ତେବେ ଆଜି ବିଜୟିନୀ ଭୁବନେଶ୍ବର ଡିଜି କ୍ୟାମ୍ପ୍ ଅଫିସରେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଭେଟିଛନ୍ତି । ଏହି ଘଟଣାରେ ଦୋଷୀ ଯେମିତି ଖସି ନଯାଏ ତାକୁ ନେଇ ବିଜୟିନୀ ପୋଲିସ ଡିଜିଙ୍କୁ ନିବେଦନ କରିଛନ୍ତି । ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ମଧ୍ୟ ବିଜୟିନୀଙ୍କୁ ଆଶ୍ବାସନା ଦେଇଥିବା ସେ କହିଛନ୍ତି ।
Related Posts
ଚିଲିକାରେ ଡ଼ଲଫିନ ଗଣନା ଆରମ୍ଭ
17 January 2021
ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
17 January 2021
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021