ସମ୍ବଲପୁର ଶାସନ ଗାଁ ନାବାଳିକା ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ୫ ଦୁଷ୍କର୍ମକାରୀଙ୍କୁ ଆଜୀବନ କାରାଦଣ୍ଡ

Published By : Prameya-News7 Bureau | June 03, 2018 IST

ସମ୍ୱଲପୁର ଶାସନ ଗାଁ ନାବାଳିକା ଛାତ୍ରୀ ଗଣ ଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ୫ ଦୁଷ୍କର୍ମକାରୀଙ୍କୁ ଆଜୀବନ ସଜ୍ଜା। ଶୁଣାଇଲେ ସମ୍ୱଲପୁରର ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ। ୩୦ ଦିନ ଭିତରେ ଫାଷ୍ଟ ଟ୍ରାକ୍ କୋର୍ଟରେ ମାମଲାର ରାୟ ପ୍ରକାଶ ପାଇଲା। ଆଜୀବନ କାରାଦଣ୍ଡ ସହ ସମସ୍ତ ଦୋଷୀଙ୍କୁ ୫୦ ଟଙ୍କା ଲେଖାଏଁ ଜୋରିମାନା ନିର୍ଦେଶ ଦିଆଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.