ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

Published By : Prameya-News7 Bureau | April 20, 2021 IST

ସମ୍ବଲପୁର ୨୦।୪: କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ସମ୍ବଲପୁର ବାର୍ ଆସୋସିଏସନର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଆଜିଠାରୁ ୧୫ ଦିନ ବନ୍ଦ ରହିବ ସମ୍ବଲପୁର ବାର୍ । ନିର୍ବାହୀ ପରିଷଦ ବୈଠକରେ ବାର୍ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହାସହ ଜରୁରୀକାଳୀନ ଶୁଣାଣି ଭର୍ଚୁଆଲ ମୋଡରେ କରିବାକୁ ଜିଲ୍ଲା ଦୌରାଜଜଙ୍କୁ ବାର୍ ଅନୁରୋଧ କରିଛି । ଏହି ସମୟରେ ବାରର କାଉଣ୍ଟର ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି ବାର୍ ସଭାପତି ଡକ୍ଟର ପ୍ରମୋଦ ରଥ ।

{"align":"center","id":441227,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.