Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଶୀତଳଷଷ୍ଠୀ ପାଇଁ ଦୁଲୁକୁଛି ସମ୍ବଲପୁର ; ଧୁମ୍‌ଧାମ୍‌ରେ ସରିଲା ଦେବ ନିମନ୍ତ୍ରଣ, ଆଜି ହେବ ଦେବଦମ୍ପତ୍ତିଙ୍କ ବିବାହ

7/06/2019 at 11:14 AM

ସମ୍ବଲପୁର ୭|୬: ଆଜି ପବିତ୍ର ଶୀତଳଷଷ୍ଠୀ । ଦେବଦମ୍ପତ୍ତିଙ୍କ ବାହାଘର । ସେଥିପାଇଁ ସମ୍ବଲପୁର ସହର ଉତ୍ସବମୁଖର । ଗତକାଲି ସହରର ଝାଡୁଆପଡା, ମୁଦିପଡା ଓ ବଡବଜାର ପୂଜା କମିଟି ପକ୍ଷରୁ ହନୁମାନ ନିଉତା ବା ଗୁଆଗୁଣ୍ଡା ବିଧି ସମ୍ପନ୍ନ ହୋଇଛି ।

ଆଜି ବିଭିନ୍ନ ପୂଜା କମିଟି ପକ୍ଷରୁ ଗଣ୍ଠାଳ ଫିଟା, ପାର୍ବତୀଙ୍କ ପିତ୍ରାଳୟ ଗମନ, ମହାଦେବଙ୍କ ତୈଳାଭିଷେକ, ମାତା ପାର୍ବତୀଙ୍କୁ ତେଲ ହଳଦୀ ଲଗା କାର୍ଯ୍ୟକ୍ରମ ରହିଛି । ମୁଦିପଡା ପୂଜା କମିଟି ପକ୍ଷରୁ ମାତା ପାର୍ବତୀଙ୍କୁ ତେଲ ହଳଦୀ ଲଗାଇବା ପରେ ପାଖାପାଖି ୫୦୦ରୁ ଉର୍ଦ୍ଧ୍ବ ସଧବା ମହିଳା ହଳଦୀ ଖେଳିବାର ପରମ୍ପରା ରହିଛି । ରାତିରେ ବାବା ଜାଗେଶ୍ବର, ବାବା ବାଲୁଙ୍କେଶ୍ବରଙ୍କ ବରଯାତ୍ରୀ ଶୋଭାଯାତ୍ରା ବାହାରିବ । ମଧ୍ୟ ରାତ୍ରରେ ପଡିବ ଦେବଦମ୍ପତ୍ତିଙ୍କ ହାତଗଣ୍ଠି ।

   Related Posts