ବରିଷ୍ଠ ସମ୍ବାଦ ପାଠକ ବସନ୍ତ ପଟ୍ଟନାୟକଙ୍କ ପରଲୋକ, ସାରା ଅଞ୍ଚଳରେ ଶୋକ

Published By : Prameya-News7 Bureau | October 13, 2021 IST

ଆଠଗଡ଼, ୧୩/୧୦: ଅଲଇଣ୍ଡିଆ ରେଡିଓ ନିୟୁ ଦିଲ୍ଲିର ବରିଷ୍ଠ ସମ୍ବାଦ ପାଠକ ଥିବା ବସନ୍ତ ପଟ୍ଟନାୟକଙ୍କ  ପରଲୋକ ହୋଇଛି । ସେ ୧୯୫୮ ରୁ ୧୯୭୩ ପର୍ଯ୍ୟନ୍ତ ସମ୍ବାଦ ପାଠ କରୁଥିଲେ । ଆଠଗଡ ବାସଭବନରେ ତାଙ୍କର ପରଲୋକ ହୋଇଥିବା ବେଳେ ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା ।   ତାଙ୍କ ମୃତ୍ୟୁକୁ ନେଇ ଆଠଗଡ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.