Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||
  • ଦେବୀ ଓ ମହାନଦୀରେ ବଢୁଛି ଜଳସ୍ତର, ଜଗତସିଂହପୁରରେ ବନ୍ୟା ସ୍ଥିତି
  • ||
  • ୧୮ରୁ ଲଘୁଚାପ, ୧୦ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ପୁରୀରୁ ଫେରିବା ବେଳେ ଓଲଟିଲା ବୋଲେରୋ, ୧୩ ଯାତ୍ରୀ ଆହତ
  • ||
  • ପୋଲ ଭାଙ୍ଗି ଗାଁରେ ପଶିଲା ପାଣି, ପଟ୍ଟାମୁଣ୍ଡାଇ ଅମୃତମଣୋହୀ ଛକରେ ଘାଇ
  • ||
  • ଗୁଣ୍ଡେରପୁର ବ୍ରିଜ୍ ଉପରେ ୩ ଫୁଟ୍ ପାଣି, ସମ୍ବଲପୁର-ସୋନପୁର ବିଛିନ୍ନ
  • ||

୪୦ ଘଣ୍ଟା ପରେ ମୃତଦେହ ଉଦ୍ଧାର

2/06/2018 at 5:23 AM

ତାଳଚେର ସମଲ ଡଙ୍ଗା ବୁଡି ଘଟଣାରେ ୪୦ ଘଣ୍ଟା ପରେ ଜଣଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ଇଂଜିନିୟର ରମେଶ ଶତପଥୀ । ଏବେ ବି ଆଉ ଜଣେ ନିଖେ।ଜ ଅଛନ୍ତି । ନିଖେ।ଜ ବ୍ୟକ୍ତି ଜଣକ ହେଲେ ଶ୍ରମିକ ଅଶୋକ ଆଇଚ । ଗୁରୁବାର ୫ ଜଣ ସମଲ ବ୍ୟାରେଜ ତଳମୁଣ୍ଡରେ ମାଟି ପରୀକ୍ଷା ପାଇଁ ଯାଇଥିଲେ । ଏତିକିବେଳେ ଡଙ୍ଗାଟି ପାଣିର ସ୍ରେ।ତରେ ବୁଡିଯାଇଥିଲା ୩ ଜଣ ଅଳ୍ପକେ ବର୍ତ୍ତିଯାଇଥିଲେ । ହେଲେ ୨ଜଣଙ୍କ ପତ୍ତା ମିଳିନଥିଲା । ଗତକାଲି ଦିନ ତମାମ ଓଡ୍ରାଫ ଟିମ ଖୋଜାଖୋଜି ପରେ ପାଇନଥିଲା । ହେଲେ ଆଜି ରମେଶ ଭାସୁଥିବା ଦେଖିବାକୁ ମିଳିଛି । ଏମାନେ orbitel ନାମକ ଏକ କମ୍ପାନୀରେ ମାଟି ପରୀକ୍ଷା ପାଇଁ ନିୟୋଜିତ ଥିଲେ ।

Leave a Reply

   Related Posts