୪୦ ଘଣ୍ଟା ପରେ ମୃତଦେହ ଉଦ୍ଧାର

Published By : Prameya-News7 Bureau | June 02, 2018 IST

ତାଳଚେର ସମଲ ଡଙ୍ଗା ବୁଡି ଘଟଣାରେ ୪୦ ଘଣ୍ଟା ପରେ ଜଣଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ଇଂଜିନିୟର ରମେଶ ଶତପଥୀ । ଏବେ ବି ଆଉ ଜଣେ ନିଖେ।ଜ ଅଛନ୍ତି । ନିଖେ।ଜ ବ୍ୟକ୍ତି ଜଣକ ହେଲେ ଶ୍ରମିକ ଅଶୋକ ଆଇଚ । ଗୁରୁବାର ୫ ଜଣ ସମଲ ବ୍ୟାରେଜ ତଳମୁଣ୍ଡରେ ମାଟି ପରୀକ୍ଷା ପାଇଁ ଯାଇଥିଲେ । ଏତିକିବେଳେ ଡଙ୍ଗାଟି ପାଣିର ସ୍ରେ।ତରେ ବୁଡିଯାଇଥିଲା ୩ ଜଣ ଅଳ୍ପକେ ବର୍ତ୍ତିଯାଇଥିଲେ । ହେଲେ ୨ଜଣଙ୍କ ପତ୍ତା ମିଳିନଥିଲା । ଗତକାଲି ଦିନ ତମାମ ଓଡ୍ରାଫ ଟିମ ଖୋଜାଖୋଜି ପରେ ପାଇନଥିଲା । ହେଲେ ଆଜି ରମେଶ ଭାସୁଥିବା ଦେଖିବାକୁ ମିଳିଛି । ଏମାନେ orbitel ନାମକ ଏକ କମ୍ପାନୀରେ ମାଟି ପରୀକ୍ଷା ପାଇଁ ନିୟୋଜିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.