ସମାଜବାଦୀ ପାର୍ଟି ସଂରକ୍ଷକ ମୁଲାୟମ ସିଂହଙ୍କ ଅବସ୍ଥା ଗମ୍ଭୀର : ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | April 26, 2019 IST

ଲକ୍ଷ୍ନୌ ୨୬/୪ : ସମାଜବାଦୀ ପାର୍ଟି ସଂରକ୍ଷକ ତଥା ମେନପୁରୀରୁ ମହାମେଣ୍ଟ ପ୍ରାର୍ଥୀ ମୁଲାୟମ ସିଂହ ଯାଦବଙ୍କ ଅବସ୍ଥା ଗମ୍ଭୀର ହୋଇଯାଇଛି | ଆଜି ତାଙ୍କୁ ଲକ୍ଷ୍ନୌ ସ୍ଥିତ ସଞ୍ଜୟ ଗାନ୍ଧୀ ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ହସ୍ପିଟାଲରେ ତାଙ୍କର Electro Encephalo Gram ଚିକିତ୍ସା କରାଯାଉଛି | ଏହି ପଦ୍ଧତିରେ ମସ୍ତିସ୍କ କ୍ରିୟା ପରୀକ୍ଷା କରାଯାଏ | ଏହାପରେ ତାଙ୍କର ଏମଆରଆଇ କରାଯିବ |

{"id":107587}


ମୁଲାୟମ ସିଂହ ମେନପୁରୀରୁ ମହାମେଣ୍ଟ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ଗତ ୨୩ ତାରିଖରେ ସେଠାରେ ମତଦାନ ଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.