Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଆସିଲା ସଲମାନ ଖାନଙ୍କ ‘ରାଧେ’ ଫିଲ୍ମର ରିଲିଜ ତାରିଖ, ଜାଣନ୍ତୁ କେବେ ହେବ ରିଲିଜ

22/10/2020 at 1:38 PM

ନୂଆଦିଲ୍ଲୀ ୨୨/୧୦: ବଲିଉଡ ଦବଙ୍ଗ ସଲମାନ ଖାନ ଫିଲ୍ମ ‘ରାଧେ’ର ସୁଟିଂ ଶେଷ କରିଛନ୍ତି। ସଲମାନଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ଫିଲ୍ମର ଏକ ଭିଡ଼ିଓ ପୋଷ୍ଟ କରି ସୁଟିଂ ଶେଷ ହୋଇଥିବା ସୂଚନା ଦିଆଯାଇ ଥିଲା। ଏବେ ଏହାକୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ତେବେ ଏ​ବେ ଫିଲ୍ମର ରିଲିଜ ପାଇଁ ପ୍ରସ୍ତୁତି ଚାଲିଛି।

ସୂତ୍ର ଅନୁସାରେ ରାଧେ ଆସନ୍ତବର୍ଷ ଇଦ୍‌ରେ ରିଲିଜ ହେବ। ଅର୍ଥାତ ମେ ୧୨ରେ ଏହା ମୁକ୍ତିଲାଭ କରିବ। ଫିଲ୍ମର ରିଲିଜ ତାରିଖକୁ ନେଇ ମିଟିଂ ହୋଇଥିଲା। ଯେଉଁଥିରେ ପ୍ରଭୁଦେବା, ସୋହେଲ ଖାନ ଓ ସଲମାନ ଖାନ ଉପସ୍ଥିତ ଥିଲେ। ପୂର୍ବରୁ ଏହାକୁ ଆସନ୍ତାବର୍ଷ ଗଣତନ୍ତ୍ର ଦିବସରେ ରିଲିଜ କରିବା ଆଲୋଚନା ହେଉ ଥିଲା। ମାତ୍ର କରୋନା ଯୋଗୁ ଲୋକେ ହଲକୁ କମ୍ ଆସୁଛନ୍ତି ଏହାକୁ ଦୃଷ୍ଟିରେ ରଖି ଏହି ବଡ଼ ବଜେଟ୍ ଫିଲ୍କକୁ ଇଦ୍‌ରେ ରିଲିଜ କରିବା ଉପ​ରେ ସମସ୍ତଙ୍କ ସହମତି ପ୍ରକାଶ ପାଇଲା।

ଫିଲ୍ମର ଆକ୍ସନ ସିକୁଏନ୍ସକୁ ସାଉଥ କୋରିଆର ଲୋକପ୍ରିୟ ଷ୍ଟଣ୍ଟମ୍ୟାନ କ୍ବାନ ତାଏ ହୋ ନେ ଡିଜାଇନ କରିଛନ୍ତି। ସେ ରଣଦୀପ ହୁଡା ଓ ସଲମାନଙ୍କ ମଧ୍ୟରେ ଫାଇଟ୍ ସିନକୁ ଡିଜାଇନ କରିଛନ୍ତି। ଫିଲ୍ମରେ ସଲମାନଙ୍କ ବ୍ୟତୀତ ଦିଶା ପଟାନି, ଜ୍ୟାକି ଶ୍ରଫ ଓ ରଣଦୀପ ହୁଡ୍ଡା ମୁଖ୍ୟ ଭୂମିକାରେ ନଜର ଆସିବେ।

   Related Posts