Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବତନ ବିଧାୟକ ଅରୁଣ ଦେ’ ଙ୍କ ପରଲୋକ, କରୋନାରେ ଆକ୍ରାନ୍ତ ପରେ ଚାଲିଥିଲା ଚିକିତ୍ସା
  • ||
  • ସାଗର ହତ୍ୟାକାଣ୍ଡରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ସୁଶୀଲ କୁମାର ମୁଖ୍ୟ ଅଭିଯୁକ୍ତ
  • ||
  • ଅନୁଗୋଳ : କାଲି ଜଣଙ୍କର, ଆଜି ଆଉ ଜଣଙ୍କର ମିଳିଲା ମୃତଦେହ : ଏବେବି ଜଣେ ନିଖୋଜ
  • ||
  • ଭୁବନେଶ୍ବର : ଓଡିଶାରେ କମ୍ ରହିଛି ଆର୍ ଭାଲ୍ୟୁ, ୧ ଉପରେ ରହିଲେ ବଢିବ ସଂକ୍ରମଣ : ଡିଏମଇଟି
  • ||
  • ସୋର : ଭୋଜି କରିବାକୁ ଯାଇ ଫେରିଲେନି ଯୁବକ, ମେଡିକାଲରେ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଯାଜପୁର : ଆସନ୍ତା ୪ରୁ ଖୋଲିବ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର, ଅନୁମତି ଦେଲେ ଜିଲ୍ଲାପାଳ
  • ||
  • ଖଲ୍ଲିକୋଟ : ଖୋଲିଲା ତମ୍ପରା ହ୍ରଦ, ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ଚାନ୍ଦବାଲି : ବିଦ୍ୟାଳୟ ବରଣ୍ଡାରେ ପଡିଛି ଅଚିହ୍ନା ବୃଦ୍ଧଙ୍କ ମୃତଦେହ, ତଦନ୍ତ ଆରମ୍ଭ କଲା ପୋଲିସ
  • ||
  • ରାଉରକେଲା : ଆସନ୍ତା ୭ରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା
  • ||
  • ଚାନ୍ଦବାଲି : ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି କଟକଣା ଜାରି, ଭକ୍ତଶୂନ୍ୟ ମନ୍ଦିର ପରିସର
  • ||

ପୁଣି ସାହାଯ୍ୟର ହାତ ବଢ଼ାଇଲେ ସଲମାନ ଖାନ୍ : ନିଜ ଗାର୍ଲଫ୍ରେଣ୍ଡ ୟୁଲିଆଙ୍କ ସହ ମିଶି ଗରିବଙ୍କ ପାଇଁ ପଠାଇଲେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ

4/05/2020 at 4:42 PM

ମୁମ୍ବାଇ ୪/୫: ଦେଶରେ କରୋନା ଭାଇରସର ପ୍ରକୋପ ବଢ଼ି ବଢ଼ି ଚାଲିଛି। ଏହି ଭାଇରସର ବଢ଼ୁଥିବା ପ୍ରକୋପକୁ କମ୍ କରିବା ପାଇଁ ପୂରା ଦେଶରେ ମେ ୧୭ତାରିଖ ଯାଏଁ ଲକଡାଉନ୍ କରାଯାଇଛି। ଏହି ଲକଡାଉନରେ ଲୋକଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଏପରି ପରିସ୍ଥିତିରେ ସରକାରଙ୍କ ସମେତ ଅନେକ ବଡ଼ ବଡ଼ ହସ୍ତୀମାନେ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ।

ବଲିଉଡ ଅଭିନେତା ସଲମାନ ଖାନ୍ ମଧ୍ୟ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ନିକଟରେ ପୁଣି ଥରେ ସଲମାନ ଖାନ୍ ଦରିଦ୍ରଙ୍କ ସାହାଯ୍ୟ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି। ସଲମାନଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ୍ ହେଉଛି,ଯେଉଁଥିରେ ସେ ନିଜ ମହାନ୍ ହୃଦୟର ପରିଚୟ ଦେଇ ଭୋକିଲା,ଗରିବ ଲୋକଙ୍କ ପାଇଁ ଟ୍ରାକ୍ଟର ଏବଂ ବଳଦଗାଡ଼ିରେ ଭର୍ତି ସଉଦା ପତ୍ର ପଠାଇଛନ୍ତି।

ସଲମାନ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି,ଯେଉଁଥିରେ ସେ ନିଜ ପରିବାର ଏବଂ ବନ୍ଧୁଙ୍କ ସହ ବଳଦଗାଡ଼ି ଏବଂ ଟ୍ରାକ୍ଟର ଟ୍ରଲିରେ ଜିନିଷ ଭର୍ତ୍ତି କରୁଛନ୍ତି। ଭିଡିଓରେ ସଲମାନଙ୍କ ସହ ତାଙ୍କ ଗାର୍ଲଫ୍ରେଣ୍ଡ ୟୁଲିଆ ବନ୍ତୁର,ବନ୍ଧୁ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ ଏବଂ ଅରବାଜ ଖାନଙ୍କ ଗାର୍ଲଫ୍ରେଣ୍ଡ ଜର୍ଜିଆ ଆଣ୍ଡ୍ରିଆନି ମଧ୍ୟ ନଜର ଆସିଛନ୍ତି। ସମସ୍ତେ ସଲମାନ ଖାନଙ୍କ ସାହାଯ୍ୟ କରିଛନ୍ତି।

ଭିଡିଓରେ ସମସ୍ତେ ଚେନ୍ ହୋଇ ଏହି ଗାଡ଼ିରେ ଜିନିଷ ରଖୁଛନ୍ତି ଏବଂ ବାହାରେ ଜିନିଷ ପଠାଉଛନ୍ତି। ୬ଟି ଗାଡ଼ିରେ ଜିନିଷପତ୍ର ଆସୁଛି।

View this post on Instagram

Hmmmm….

A post shared by Salman Khan (@beingsalmankhan) on

   Related Posts