Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମ୍‌ସି କମିଶନର, ପ୍ରେମଚନ୍ଦ୍ର ଚୌଧରୀଙ୍କ ସ୍ଥାନରେ ସଞ୍ଜୟ ସିଂହଙ୍କୁ ଦାୟିତ୍ୱ
  • ||
  • ଡେଲାଙ୍ଗ : କଣାସ ଗାଁ ସମତେ ବଜାରକୁ ୭ଦିନ ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ସଂକ୍ରମଣ ବୃଦ୍ଧିକୁ ଦେଖି ନିଷ୍ପତ୍ତି
  • ||
  • କେନ୍ଦୁଝର ଜେଲ୍‌ରେ ପଶିଲା କରୋନା, ୯ କଏଦୀ କୋଭିଡ଼ ସଂକ୍ରମିତ
  • ||
  • ରକ୍ତମୁଖା ଲାଲ୍‌ବାହିନୀ, ଯବାନଙ୍କୁ ଘରୁ ଟେକି ନେଇ ଗଳାକାଟି କଲେ ହତ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୨୩୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୯୮୨ ପଜିଟିଭ୍
  • ||

ରାସ୍ତାରେ ମୃତ ମାଆଙ୍କ ଶବ ପାଖରେ ବସିଥିବା ଅର୍ପିତାଙ୍କୁ ଝିଅର ମାନ୍ୟତା ଦେଲେ ସଲିମ୍ ଖାନ୍, ନାମୀଦାମି କଲେଜରେ ପଢ଼ାଇଥିଲେ ପାଠ

19/11/2019 at 8:31 PM

ମୁମ୍ବାଇ୧୯/୧୧: ଗତକାଲି ବଲିଉଡ୍‌ର ସୁପରଷ୍ଟାର ସଲମନ୍ ଖାନଙ୍କ ସାନ ଭଉଣୀ ଓ ଖାନ୍‌ ପରିବାର ଲାଡ୍‌ଲୀ ଅର୍ପିତା ଖାନଙ୍କ ପଞ୍ଚମ ବିବାହ ବାର୍ଷିକ ଥିଲା । ୨୦୧୪ ମସିହା ନଭେମ୍ବର ୧୮ ତାରିଖରେ ଆୟୁଷ ଶର୍ମାଙ୍କୁ ସେ ବିବାହ କରିଥିଲେ। ହୁଏତ ଅର୍ପିତାଙ୍କ ସଂପର୍କରେ ଆପଣ ଉଣାଅଧିକେ ଜାଣିଥିବେ। କିନ୍ତୁ ଆଜି ଅର୍ପିତାଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ ଜାଣିବା।

ସଲିମ୍ ଖାନଙ୍କ ପତ୍ନୀ ହେଲେନ ନିଜର ବଡ଼ପଣ ଦେଖାଇ ଅର୍ପିତାଙ୍କୁ ଝିଅ ମାନ୍ୟତା ଦେଇଥିଲେ। ରାସ୍ତାରେ ମୃତ ମାଆଙ୍କ ଶବ ପାଖ​‌ରେ ବସି କାନ୍ଦୁଥିବା ଅର୍ପିତାଙ୍କୁ ସଲିମ ଖାନ ଓ ହେଲେନ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ମୁମ୍ବାଇରୁ ଅର୍ପିତା ପାଠ ପଢ଼ା ଆରମ୍ଭ କରିଥିଲେ। ପୁଣି ଫ୍ୟାସନ୍‌ କୋର୍ସ କରିବା ଲାଗି ସେ ଲଣ୍ଡନ  ଯାଇଥିଲେ।  ଅର୍ପିତା ଲଣ୍ଡନରୁ ଫେରିବା ପରେ ଇଣ୍ଟିରିୟର ଡିଜାଇନର ଫର୍ମରେ ଚାକିରି କରିଥିଲେ। ପୁଣି ୨୦୧୪ ମସିହା ନଭେମ୍ବର ୧୮ ତାରିଖରେ ତାଙ୍କଠାରୁ ଏକ ବର୍ଷ ସାନ ଆୟୁଷଙ୍କୁ ବିବାହ କରିଥିଲେ।

   Related Posts