Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଟ୍ୟାକ୍ସ ଫାଙ୍କୁଥିଲେ ସୁନା ବ୍ୟବସାୟୀ, ଏବେ ଗଣିବେ ୨୫ ଲକ୍ଷ ଟଙ୍କା ଫାଇନ୍

28/09/2021 at 4:14 PM

ବ୍ରହ୍ମପୁର ୨୮।୯: ଟ୍ୟାକ୍ସ ଫାଙ୍କି ସୁନା ବ୍ୟବସାୟ କରୁଥିଲେ ବ୍ୟବସାୟୀ । ବ୍ରହ୍ମପୁର ବଡବଜାର ଅଞ୍ଚଳକୁ ପ୍ରାୟ ୩ କିଲୋ ସୁନା ଅଳଙ୍କାର ସ୍ଥାନାନ୍ତରିତ କରୁଥିବା ସମୟରେ ବାଣିଜ୍ୟ କର, ଦ୍ରବ୍ୟ ଓ ସେବାକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ବିନା ଟ୍ୟାକ୍ସରେ ବ୍ରହ୍ମପୁରରେ ସୁନା ବ୍ୟବସାୟ କରୁଥିଲେ ବ୍ୟବସାୟୀ । ବିଭାଗୀୟ ଉପାୟୁକ୍ତ ଦେବ କଲ୍ୟାଣ ବେହେରାଙ୍କ ନେତୃତ୍ବରେ ଚଢାଉ ହୋଇଥିଲା । ଦୁଇ ବ୍ୟବସାୟୀଙ୍କଠାରୁ ୨୫ ଲକ୍ଷ ୨୬ ହଜାର ୯୮୫ ଟଙ୍କା ଜିଏସଟି ଜରିମନା ପକାଇଥିବା ସୂଚନା ମିଳିଛି।

   Related Posts