୨ ଦିନିଆ ରିମାଣ୍ଡରେ ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ

Published By : Prameya-News7 Bureau | May 04, 2018 IST

ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା... ପକ୍ସୋ ଆଇନ ଅନୁଯାୟୀ ମାମଲାର ଶୁଣାଣି ଆରମ୍ଭ ...ଅଭିଯୁକ୍ତକୁ ୨ ଦିନିଆ ରିମାଣ୍ଡରେ ନେବାକୁ ପୋଲିସର ଆବେଦନ... ଅଭିଯୁକ୍ତକୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ମଞ୍ଜୁରି ଦେଲେ କୋର୍ଟ ...ଆସନ୍ତାକାଲି ଦିନ ୨ଟାରୁ ରିମାଣ୍ଡରେ ଯିବ ଅଭିଯୁକ୍ତ...୭ ତାରିଖ ଦିନ ୧୨ଟାରେ ପୁଣି କୋର୍ଟରେ କରାଯିବ ହାଜର...ଅଭିଯୁକ୍ତକୁ ଚୌଦ୍ବାର ଜେଲକୁ ପଠାଗଲା...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.