Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ନାଳରୁ ଛାତ୍ର ନିଖୋଜ ଘଟଣା, ୧୮ଘଣ୍ଟା ପରେ ମିଳିଲା ଜ୍ୟୋତିଙ୍କ ମୃତଦେହ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୧୦ କୋଭିଡ୍ ପଜିଟିଭ୍
  • ||
  • ବାରବାଟୀରେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟି୨୦ ! ବିସିସିଆଇ ଆପେକ୍ସ ବୈଠକରେ ଲାଗିପାରେ ମୋହର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୬ ମୃତ
  • ||
  • ଭିସୁଟର କୂଳପତି ସମେତ ୨ଛାତ୍ର କୋଭିଡ଼ ପଜିଟିଭ, ସଂଗରୋଧରେ ସମସ୍ତେ
  • ||
  • ବିଦ୍ୟାଭାରତୀଙ୍କର ମିଛଧରା ପରୀକ୍ଷା ଆଜି, ବାହାରିବ କି ସତ ?
  • ||
  • ରାଜଧାନୀ ନାଳରେ ନାବାଳକ ଭାସିଯିବା ଘଟଣା : ଏବେସୁଦ୍ଧା ମିଳିନି ପତ୍ତା, ଉଦ୍ଧାରକାର୍ଯ୍ୟ ଜାରି
  • ||

ବାଦ୍ ପଡିଲାନି ସାକ୍ଷୀଗୋପାଳ ମନ୍ଦିର ; ସୋସିଆଲ ମିଡିଆରେ ଭାଇରାଲ ହେଲା ଗୋପାଳଜୀଉଙ୍କ ଫଟୋ

19/11/2018 at 3:44 PM

ପୁରୀ ୧୯|୧୧ : ସୋସିଆଲ ମିଡିଆରେ ଭାଇରାଲ ହେଲା ସାକ୍ଷୀଗୋପାଳ ମନ୍ଦିରର ଗୋପାଳଜୀଉଙ୍କ ଫଟୋ । ମନ୍ଦିରର କାର୍ଯ୍ୟନିବାହୀ ଯନ୍ତ୍ରୀ କୈଳାସ ମିଶ୍ରଙ୍କ ପକ୍ଷରୁ ଏନେଇ ସତ୍ୟବାଦୀ ଥାନାରେ ଏତଲା ଦିଆଯାଇଛି । ସାକ୍ଷୀଗୋପାଳ ଅଞ୍ଚଳର ବାସୁଦେବ ସ୍ବାଇଁ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଫଟୋ ଭାଇରାଲ୍  କରିଥିବା ଅଭିଯୋଗ ହୋଇଛି ।

   Related Posts