ବାଦ୍ ପଡିଲାନି ସାକ୍ଷୀଗୋପାଳ ମନ୍ଦିର ; ସୋସିଆଲ ମିଡିଆରେ ଭାଇରାଲ ହେଲା ଗୋପାଳଜୀଉଙ୍କ ଫଟୋ

Published By : Prameya-News7 Bureau | November 19, 2018 IST

ପୁରୀ ୧୯|୧୧ : ସୋସିଆଲ ମିଡିଆରେ ଭାଇରାଲ ହେଲା ସାକ୍ଷୀଗୋପାଳ ମନ୍ଦିରର ଗୋପାଳଜୀଉଙ୍କ ଫଟୋ । ମନ୍ଦିରର କାର୍ଯ୍ୟନିବାହୀ ଯନ୍ତ୍ରୀ କୈଳାସ ମିଶ୍ରଙ୍କ ପକ୍ଷରୁ ଏନେଇ ସତ୍ୟବାଦୀ ଥାନାରେ ଏତଲା ଦିଆଯାଇଛି । ସାକ୍ଷୀଗୋପାଳ ଅଞ୍ଚଳର ବାସୁଦେବ ସ୍ବାଇଁ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଫଟୋ ଭାଇରାଲ୍  କରିଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.