Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ବିବାହ ବନ୍ଧନରେ ବାନ୍ଧିହେଲେ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ

14/12/2018 at 8:57 PM

ଦିଲ୍ଲୀ ୧୪/୧୨ : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଭାରତୀୟ ମହିଳା ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ | ଆଜି ବ୍ୟାଡମିଣ୍ଟନ ଖେଳାଳି ପରୁପଲ୍ଲୀ କଶ୍ୟପଙ୍କୁ ବିବାହ କରିଛନ୍ତି ସାଇନା | ନିଜର ଇନ୍ଟାଗ୍ରାମ ପେଜରେ ସାଇନା ବିବାହ ଫଟୋ post କରିଛନ୍ତି | ଗତ ୯ ବର୍ଷ ହେଲା ଉଭୟଙ୍କ ସମ୍ପର୍କ ଥିଲା |

   Related Posts