ରାଜଧାନୀରେ ପ୍ରତିଷ୍ଠା ହେବ ସହିଦ ସ୍ମୃତି ସ୍ତମ୍ଭ

Published By : Prameya-News7 Bureau | August 09, 2018 IST

ସହିଦ ସ୍ତମ୍ଭ କହିବ ଦେଶ ଲାଗି ଓଡ଼ିଶାର ବଳିଦାନର ଗାଥା । କ୍ରାନ୍ତି ଦିବସ ଅବସରରେ ରାଜଧାନୀର ସଂଗ୍ରାମୀ ଭବନ ପଡ଼ିଆରେ ପବିତ୍ର ମାଟି କଳସ ସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୮ଟି ସହିଦ ପୀଠରୁ ଆସିଛି ଏହି ମାଟି । ରାଜ୍ୟର ସମସ୍ତ ସହିଦଙ୍କ ଉଦ୍ଦେଶ୍ୟରେ ୪୨ ଫୁଟର ସ୍ତମ୍ଭ ନିର୍ମାଣ ଲାଗି ଯୋଜନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.