ଅମର ‘ଅଚ୍ୟୁତ’ : ସହୀଦ ଭିଡିଓ ଜର୍ଣ୍ଣାଲିଷ୍ଟ ଅଚ୍ୟୁତଙ୍କ ମୃତଦେହ ଜନ୍ମ ମାଟିକୁ ଆସିଲାପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ
1/11/2018 at 12:53 AM

ବଲାଙ୍ଗିର ୩୧/୧୦: ଛତିଶଗଡ଼ରେ ନକ୍ସଲ ଆକ୍ରମଣରେ ନିହତ ହୋଇଥିବା ଓଡ଼ିଆ ଭିଡିଓ ଜୋର୍ଣ୍ଣାଲିଷ୍ଟ ଅଚ୍ୟୁତାନନ୍ଦଙ୍କ ମରଶରୀର ଆଜି ଜନ୍ମମାଟି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଘୁଷରମୁଣ୍ଡା ଗାଁରେ ପହଞ୍ଚିବା ପରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଅଚ୍ୟୁତାନନ୍ଦଙ୍କୁ ସହିଦ ସମ୍ମାନ ଦିଆଯାଇଥିବା ବେଳେ ପୂରା ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
Related Posts
ଚାନ୍ଦବାଲି: ଜାଲ ନୋଟ୍ ଜବତ, ଅଭିଯୁକ୍ତକୁ ଧରାଇ ଦେଲେ ମିଠା ଦୋକାନୀ
18 January 2021
ଭଦ୍ରକ: ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ
18 January 2021