ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୩ ପଜିଟିଭ୍
  • ||
  • ଦେବଗଡ଼ : ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ
  • ||
  • ଗଞ୍ଜାମ: ତାରାତାରିଣୀଙ୍କ ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ଚକ ନିର୍ମାଣରେ ବ୍ୟସ୍ତ ମୁଖ୍ୟ ବିଶ୍ୱକର୍ମା
  • ||
  • ଉଦଳା: ପ୍ରେମିକାକୁ ଦେଖାକରିବାକୁ ଯାଇଥିଲେ ପ୍ରେମିକ ଧରାପଡିଗଲେ, ଦେଖାଇଲେ ବନ୍ଧୁକ
  • ||

ଆସନ୍ତା କାଲି ବଡ ପରଦାକୁ ଆସୁଛି ଶାହାରୁଖ ଖାନଙ୍କ ଫିଲ୍ମ ଜିରୋ: ରିଲିଜ ହେଲା ଗୀତ ‘ହୀର ବଦନାମ’

20/12/2018 at 7:41 PM

ମୁମ୍ବାଇ୨୦\୧୨: ଆସନ୍ତା କାଲି (ଶୁକ୍ରବାର) ବଡ ପରଦାକୁ ଆସୁଛି ଶାହାରୁଖ ଖାନଙ୍କ ଫିଲ୍ମ ଜିରେ। ତେବେ ଏହା ପୂର୍ବରୁ ଫିଲ୍ମର ଶେଷ ‘ହୀର ବଦନାମ’ ଗୀତ ରିଲିଜ୍ ହେ।ଇଛି । ଯେଉଁଥିରେ କିଙ୍ଗ ଖାନ କ୍ୟାଟ୍ରିନାଙ୍କ ନଖରା ଝେଲୁଥିବା ଦେଖିବାକୁ ମିଳିଛି । କ୍ୟାଟ୍ରିନାଙ୍କ ଆଗ ପଛରେ ବୁଲୁଛନ୍ତି କ୍ୟାଟ୍ରିନା । ତେବେ କ୍ୟାଟ୍ରିନା ଜଣେ ଫିଲ୍ମ ଷ୍ଟାରର ହେ।ଇଥିବା ବେଳେ ସେ ଶାହାରୁଖ ପ୍ରେମକୁ ବୁଝିପାରୁନାହାନ୍ତି । ଏମିତିକି ତାଙ୍କୁ ଧକା ଦେଇ ବାହାର କରିଦେଉଥିବା ଦେଖିବାକୁ ମିଳୁଛି । ଆଉ ଶେଷରେ ତାଙ୍କ ପ୍ରେମକୁ ବୁଝି ପାରୁଛନ୍ତି । ଫିଲ୍ମରେ ଶାହାରୁଖ ବଅଆ ସିଂହ ଚରିତ୍ର କରୁଥିବା ବେଳେ କ୍ୟାଟ୍ରିନା ବବିତା କୁମାରୀ ଚରିତ୍ରରେ ନଜର ଆସିବେ । ତେବେ ଫିଲ୍ମ ରିଲିଜ୍ ପୂର୍ବରୁ ଏହି ଗୀତକୁ ବେଶ୍ ପସନ୍ଦ କରୁଛନ୍ତି ଦର୍ଶକ ।

   Related Posts