Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଆନ୍ତଃଜିଲ୍ଲା ଶାହାଣୀ କପ୍ ଫୁଟବଲ ଟୁର୍ଣ୍ଣ।ମେଣ୍ଟ : ୨-୧ ଗୋଲରେ ଫୁଲବାଣୀକୁ ହରାଇ ମୟୂରଭଂଜ ବିଜୟୀ, ୨୭ରେ ଫାଇନାଲ

20/11/2018 at 4:28 PM

ରେଢାଖୋଲ ୨୦|୧୧: ଫାଓ ପକ୍ଷରୁ ୫୯ତମ ଆନ୍ତଃଜିଲ୍ଲା ଶାହାଣୀ କପ୍ ଫୁଟବଲ ଟୁର୍ଣ୍ଣ।ମେଣ୍ଟ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ସ୍ଥିତ ଜଗନ୍ନାଥପ୍ରସାଦ ମିନି ଷ୍ଟାଡିୟମ ଠାରେ ଚାଲିଛି । ନେତାଜୀ କ୍ରିଡା ଓ ସଂ।ସ୍କୃତିକ ସଂଘ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିନରେ ମୟୁରଭଂଜ ସହ ଫୁଲବାଣିର ମୁକାବିଲା ହୋଇଥିଲା  । ମୟୁରଭଂଜ ୨-୧ ଗୋଲରେ ବିଜୟ ହୋଇଥିଲା  । ଆଜି ଖେଳର ଅତିଥିଭାବରେ ଉପମୁଖ୍ୟ ସଚେତକ ଇଂ ରୋହିତ ପୂଜାରୀ, ଜିଲ୍ଲା ଆଥଲେଟିକ ସଂଘ ସଂପାଦକ ଦୁଲାଲ ପ୍ରଧାନ ଯୋଗଦେଇଥଲେ ।  ପ୍ରଥମ ଥରପାଇଁ ନାକଟିଦେଉଳ ବ୍ଲକରେ ଏପରି ଏକ ଜିଲ୍ଲାସ୍ତରୀୟ ମ୍ୟାଚ ଆୟୋଜିତ ହୋଇଥିବାରୁ ଅଂଚଳର କ୍ରିଡାପ୍ରେମୀ ଖୁସି ପ୍ରକାଶ କରିଛନ୍ତି । ଆସନ୍ତା ୨୪ତାରିଖ ସେମିଫାଇନାଲ ମ୍ୟାଚ୍ ଥିବାବେଳେ ୨୭  ତାରିଖ ଦିନ ହୀରାକୁଦଠାରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ।

   Related Posts