ଏହିପରି ପାଳିବେ ନିରାପଦ(safe) ଦୀପାବଳି
26/10/2019 at 10:51 PM

ଦୀପାବଳି ଆନନ୍ଦ ଓ ଉଲ୍ଲାସର ପର୍ବ । ଅନ୍ଧକାର ଅପସାରରେ ଆଲୋକର ଜୟ ପର୍ବ । ପାପ ଉପରେ ପୁଣ୍ୟର ବିଜୟର ପର୍ବ ।
ଏହାକୁ ନିରାପଦ ଭାବେ ପାଳନ କରନ୍ତୁ ।
ରାତି ୮ଟାରୁ ୧୦ ଟା ମଧ୍ୟରେ ବାଣ ଫୁଟାନ୍ତୁ ।
ଚାଇନା ବାଣ ଫୁଟାଇବା ନିଷେଧ ।

ଲାଇସେନ୍ସ ଥିବା ଦୋକନୀଠାରୁ କେବଳ ବାଣ କିଣନ୍ତୁ

ପିଲାମାନଙ୍କ ନିକଟରେ ବାଣ ଫୁଟାଇବା ସମୟରେ ଉପସ୍ଥିତ ରୁହନ୍ତୁ ।

ଅଧିକ ଶଦ୍ଦ ବାଲା ବାଣ ଫୁଟାନ୍ତୁ ନାହିଁ ।

ରେଶମ କିମ୍ବା ପଶମ କପଡା ପିନ୍ଧନ୍ତୁ ନାହିଁ ।

କେବଳ କଟନ କପଡା ପିନ୍ଧନ୍ତୁ ।
ଖୋଲାସ୍ଥାନରେ ବାଣ ଫୁଟାନ୍ତୁ ।

ପାଖରେ ପାଣି ରଖନ୍ତୁ ।

ହାତରେ ବାଣ ନଫୁଟାଇ ଦୂରରେ ଏବଂ ନିରାପଦ ଭାବେ ବାଣ ଫୁଟାନ୍ତୁ
ଡାକ୍ତରଖାନା ନିକଟରେ ବାଣ ଫୁଟାନ୍ତୁ ନାହିଁ ।

ପାଖରେ ଔଷଧ ରଖନ୍ତୁ ।
ନିରୀହ ଜୀବଜନ୍ତୁଙ୍କ ଉପରେ ବାଣ ଫିଙ୍ଗନ୍ତୁ ନାହିଁ ।

ନିରାପଦ ଭାବେ ଦୀପାବଳି ପାଳନ କରନ୍ତୁ ।