Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ବେଲଗାମ୍, ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାରରୁ ଅଧିକ କେସ୍, ୨୨୬୩ ମୃତ
  • ||
  • ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି
  • ||
  • ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ
  • ||
  • ସଂକ୍ରମଣ ସାଙ୍ଘାତିକ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍
  • ||
  • ଏବେ ୪ ଘଣ୍ଟା ଖୋଲା ରହିବ ବ୍ୟାଙ୍କ୍, ଅଧା କର୍ମଚାରୀରେ ଚାଲିବ କାର୍ଯ୍ୟ
  • ||
  • ହସ୍ପିଟାଲ ଆଇସିୟୁରେ ଅଗ୍ନିକାଣ୍ଡ, ଜୀଅନ୍ତା ଜଳିଗଲେ ୧୨ କରୋନା ଆକ୍ରାନ୍ତ
  • ||
  • ୩ ଦିନ ପାଇଁ ପଞ୍ଚାୟତ ସଟଡାଉନ୍, ସଂକ୍ରମଣ ବୃଦ୍ଧି ପରେ ପ୍ରଶାସନର ବଡ ପଦକ୍ଷେପ
  • ||

ଏହିପରି ପାଳିବେ ନିରାପଦ(safe) ଦୀପାବଳି

26/10/2019 at 10:51 PM

ଦୀପାବଳି ଆନନ୍ଦ ଓ ଉଲ୍ଲାସର  ପର୍ବ । ଅନ୍ଧକାର ଅପସାରରେ ଆଲୋକର ଜୟ ପର୍ବ । ପାପ ଉପରେ ପୁଣ୍ୟର ବିଜୟର ପର୍ବ ।

ଏହାକୁ ନିରାପଦ ଭାବେ ପାଳନ କରନ୍ତୁ ।

ରାତି ୮ଟାରୁ  ୧୦ ଟା ମଧ୍ୟରେ ବାଣ ଫୁଟାନ୍ତୁ ।

ଚାଇନା ବାଣ ଫୁଟାଇବା ନିଷେଧ ।

ଲାଇସେନ୍ସ ଥିବା ଦୋକନୀଠାରୁ କେବଳ ବାଣ କିଣନ୍ତୁ

 ପିଲାମାନଙ୍କ ନିକଟରେ ବାଣ ଫୁଟାଇବା ସମୟରେ ଉପସ୍ଥିତ ରୁହନ୍ତୁ ।

ଅଧିକ ଶଦ୍ଦ ବାଲା ବାଣ ଫୁଟାନ୍ତୁ ନାହିଁ ।

ରେଶମ କିମ୍ବା ପଶମ କପଡା  ପିନ୍ଧନ୍ତୁ ନାହିଁ ।

କେବଳ କଟନ  କପଡା ପିନ୍ଧନ୍ତୁ ।

ଖୋଲାସ୍ଥାନରେ ବାଣ ଫୁଟାନ୍ତୁ ।

ପାଖରେ ପାଣି ରଖନ୍ତୁ ।

ହାତରେ ବାଣ ନଫୁଟାଇ ଦୂରରେ ଏବଂ ନିରାପଦ ଭାବେ ବାଣ ଫୁଟାନ୍ତୁ

ଡାକ୍ତରଖାନା ନିକଟରେ ବାଣ ଫୁଟାନ୍ତୁ ନାହିଁ ।

ପାଖରେ ଔଷଧ ରଖନ୍ତୁ ।

ନିରୀହ ଜୀବଜନ୍ତୁଙ୍କ ଉପରେ ବାଣ ଫିଙ୍ଗନ୍ତୁ ନାହିଁ ।

ନିରାପଦ ଭାବେ ଦୀପାବଳି ପାଳନ କରନ୍ତୁ ।

   Related Posts