ଅନୁଗୋଳ କଲେଜ ଛକ ନିକଟରେ ବାଇକ୍‌କୁ ପିଟିଲା କାର: ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | December 10, 2020 IST

ଅନୁଗୋଳ ୧୦/୧୨: ଅନୁଗୋଳ କଲେଜ ଛକ ନିକଟରେ ବାଇକକୁ ପିଟିଲା କାର। ଜଣେ ମୃତ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ମଇଧରପୁରର ମୁନା ସାହୁ ବୋଲି ଜଣା ପଡିଥିବା ବେଳେ ଗୁରୁତରଙ୍କ ପରିଚୟ ମିଳି ପାରିନାହିଁ। ଘଟଣା ସ୍ଥଳରେ ଅନୁଗୋଳ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ଗୁରୁତର ବ୍ୟକ୍ତିଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ଅନ୍ୟପଟେ ଗୁରୁବାର ନୟାଗଡ଼ ଓ ମାଲକାନଗିରିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜୀବନ ଯାଇଛି। ନୟାଗଡ଼ରେ ଭ୍ୟାନ ଜଳିଯିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମାଲକାନଗିରିରେ ବାଇକ୍‌ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.