Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ଅସମ୍ଭବକୁ କରୁଛନ୍ତି ସମ୍ଭବ, ଯୋଶ୍ ଦେଖିଲେ ନଇଁଯିବ ମୁଣ୍ଡ : ଟ୍ୱିଟରରେ ଭାଇରାଲ ହେଉଛି ସଚିନଙ୍କ ପୋଷ୍ଟ

27/07/2021 at 1:25 PM

ନୂଆଦିଲ୍ଲୀ ୨୭/୭ : ହାତ ସାହାଯ୍ୟରେ କ୍ୟାରମ ଖେଳୁଥିବା ସମସ୍ତେ ଜାଣିଛନ୍ତି । ହେଲେ ଗୋଡ ଆଙ୍ଗୁଠିରେ କ୍ୟାରମ ଖେଳାଯିବା କେହି ଜାଣିନଥିବେ । କିନ୍ତୁ ଏହା ବାସ୍ତବରେ ନଜରକୁ ଆସିଛି । ଟ୍ୱିଟରରେ ଏକ ପ୍ରେରଣାଦାୟୀ ଭିଡିଓ ସେୟାର ହୋଇଛି । ଯାହାକୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ସେୟାର କରିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ଦିବ୍ୟାଙ୍ଗ ନିଜ ଗୋଡ ଆଙ୍ଗୁଠିରେ କ୍ୟାରମ ଖେଳୁଥିବା ନଜର ଆସୁଛି ।

ଏହି ଯୁବକଙ୍କ ସାହାସ ଦେଖି ଯୁବକଙ୍କ ବଡ ଫ୍ୟାନ ହୋଇଯାଇଛନ୍ତି । ପୋଷ୍ଟ କରି ଲେଖିଛନ୍ତି ଅସମ୍ଭବ ଏବଂ ସମ୍ଭବର ମଧ୍ୟରେ ଥିବା ଦୂରତା କିଛି ସମସ୍ତଙ୍କୁ ଦୃଢ ସଂକଳ୍ପରେ ନିହିତ କରିଥାଏ । ସଚିନଙ୍କ କହିବା ମୁତାବକ ଯଦି ଜମେ ଚାହିଁବ କିଛି ବି ଅସମ୍ଭବକୁ କରିପାରିବ ସମ୍ଭବ । ଭାଇରାଲ ହୋଇଥିବା ୧ ମିନିଟ ୧୫ ସେକେଣ୍ଡର ଭିଡିଓଟିରେ ଜଣେ ଦିବ୍ୟାଙ୍ଗ ହାତ ନଥିବାରୁ ଗୋଡରେ ଖେଳୁଛନ୍ତି କ୍ୟାରମ । ହାତ ନଥାଇ ସେ ଏମିତି ଷ୍ଟ୍ରାଇକ କରୁଛନ୍ତି ଯେ କେହି ଦେଖିଲେ ଦଣ୍ଡେ ଛିଡା ହୋଇ ରହିବ । କେବଳ ସେତିକି ନୁହେଁ ମ୍ୟାଚ ବି ଜିତିଯାଉଛନ୍ତି ।

   Related Posts