Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଭାବବିହ୍ବଳ କଲାଭଳି ଭିଡ଼ିଓ ସେୟାର କଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଦେଖନ୍ତୁ

1/01/2020 at 10:35 PM

ନୂଆଦିଲ୍ଲୀ୧/୧: ନୂଆବର୍ଷରେ ଭାବବିହ୍ବଳ କଲାଭଳି ଭିଡ଼ିଓ ସେୟାର କରିଛନ୍ତି ମାଷ୍ଟର ବ୍ଲାଷ୍ଟର ତଥା କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର । ସଚିନ ସାମାଜିକ ଗଣମାଧ୍ୟମରେ ଏଭଳି ଏକ ଭିଡ଼ିଓ ସେୟାର କରିଛନ୍ତି ଯାହା ପ୍ରେରଣାଦାୟୀ । ଏହି ଭିଡ଼ିଓରେ କିଛି ଦିବ୍ୟାଙ୍ଗ ପିଲା କ୍ରିକେଟ ଖେଳୁଥିବା ଦେଖାଯାଇଛି । ଏଥିରେ ଜଣେ ଦିବ୍ୟାଙ୍ଗ ପ୍ରଥମେ ଗୋଟିଏ ହାତରେ ବ୍ୟାଟିଂ କରିଛନ୍ତି । ପରେ ସେଇ ଗୋଟିଏ ହାତ ଏବଂ ଆଣ୍ଠୁ ସାହାର୍ଯ୍ୟରେ ଘୁଷୁରି ଘୁଷୁରି ଏକ ରନ୍ ମଧ୍ୟ ସଂଗ୍ରହ କରିଥିବା ଦେଖାଯାଇଛି ।

   Related Posts