ଭାବବିହ୍ବଳ କଲାଭଳି ଭିଡ଼ିଓ ସେୟାର କଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଦେଖନ୍ତୁ

Published By : Prameya-News7 Bureau | January 01, 2020 IST

ନୂଆଦିଲ୍ଲୀ୧/୧: ନୂଆବର୍ଷରେ ଭାବବିହ୍ବଳ କଲାଭଳି ଭିଡ଼ିଓ ସେୟାର କରିଛନ୍ତି ମାଷ୍ଟର ବ୍ଲାଷ୍ଟର ତଥା କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର । ସଚିନ ସାମାଜିକ ଗଣମାଧ୍ୟମରେ ଏଭଳି ଏକ ଭିଡ଼ିଓ ସେୟାର କରିଛନ୍ତି ଯାହା ପ୍ରେରଣାଦାୟୀ । ଏହି ଭିଡ଼ିଓରେ କିଛି ଦିବ୍ୟାଙ୍ଗ ପିଲା କ୍ରିକେଟ ଖେଳୁଥିବା ଦେଖାଯାଇଛି । ଏଥିରେ ଜଣେ ଦିବ୍ୟାଙ୍ଗ ପ୍ରଥମେ ଗୋଟିଏ ହାତରେ ବ୍ୟାଟିଂ କରିଛନ୍ତି । ପରେ ସେଇ ଗୋଟିଏ ହାତ ଏବଂ ଆଣ୍ଠୁ ସାହାର୍ଯ୍ୟରେ ଘୁଷୁରି ଘୁଷୁରି ଏକ ରନ୍ ମଧ୍ୟ ସଂଗ୍ରହ କରିଥିବା ଦେଖାଯାଇଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.