Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ମଡେଲିଂ ଦୁନିଆରେ ପାଦ ରଖିଲେ ସଚିନଙ୍କ ଝିଅ ସାରା ତେନ୍ଦୁଲକର

7/12/2021 at 3:22 PM

ମୁମ୍ବାଇ ୦୭/୧୨ : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ମଡେଲିଂ ଦୁନିଆର ପାଦ ରଖିଛନ୍ତି। ସେ ନିଜ ଆସାଇନମେଣ୍ଟର ଏକ ଭିଡିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ତାଙ୍କ ଫ୍ୟାଶନ ସେନ୍ସ ପ୍ରତି ପ୍ରଶଂସକ ସବୁବେଳେ ଆକର୍ଷିତ। ସେ ସବୁବେଳେ ସୋସିଆଲ ମିଡ଼ିଆରେ ନିଜ ଫଟୋ ସେୟାର କରିଥାନ୍ତି ଏବଂ ପ୍ରଶଂସକଙ୍କୁ ଏହାକୁ ବହୁତ ପସନ୍ଦ ମଧ୍ୟ କରିଥାନ୍ତି। ଫ୍ୟାନ୍ସଙ୍କୁ ସାରାଙ୍କ ଏହି ନୂଆ ଅବତାର ମଧ୍ୟ ବହୁତ ପସନ୍ଦ ଆସିଛି।

ସାରା ତେନ୍ଦୁଲକର ନିକଟରେ ଏକ ଲୋକପ୍ରିୟ କ୍ଲଦିଙ୍ଗ ବ୍ରାଣ୍ଡ ସହ ଚୁକ୍ତି କରିଛନ୍ତି। ବ୍ରାଣ୍ଡ ପ୍ରମୋଶନ ପାଇଁ ସେ ଅଭିନେତ୍ରୀ ବନିତା ସନ୍ଧୁ ଓ ତାନିୟା ଶ୍ରଫଙ୍କ ସହ ମଡେଲିଂ ଆରମ୍ଭ କରିଛନ୍ତି। ପ୍ରମୋଶନ ଭିଡିଓରେ ୩ଜଣ ପୋଜ ଦେଇଥିବା ନଜର ଆସିଛନ୍ତି। କିଛି ଦିନ ପୂର୍ବରୁ ସାରା ନିଜର ଜିମ ଭିଡିଓ ମଧ୍ୟ ପୋଷ୍ଟ କରିଥିଲେ। ଭିଡିଓ ଦେଖି ଜଣାପଡୁଥିଲା ଯେ ସେ ମଡେଲିଂ କ୍ୟାରିଅର ପାଇଁ ପ୍ରସ୍ତୁତ ହେଉଛନ୍ତି। ସାରା ତେନ୍ଦୁଲକର ଜଣେ ଷ୍ଟନର।

ସାରା ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ପ୍ରଥମ ବିଜ୍ଞାପନ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସେ ବହୁତ ସୁନ୍ଦର ଲାଗୁଛନ୍ତି। ଇନଷ୍ଟାଗ୍ରାମରେ ସାରାଙ୍କ ୧.୫ ମିଲିୟନ ଫଲୋୟର୍ସ ଅଛନ୍ତି। ଇନଷ୍ଟାଗ୍ରାମରେ ସାରା କେବେ ଟ୍ରାଡିସନାଲ ତ କେବେ ଷ୍ଟାଇଲିଶ ଫଟୋ ସେୟାର କରନ୍ତି।

   Related Posts