କଂଗ୍ରେସ ନେତା ସଚିନ୍‌ ପାଇଲଟ୍‌ କରୋନା ପଜିଟିଭ୍‌ ଚିହ୍ନଟ, ଟ୍ବିଟ୍‌ କରି ଦେଲେ ସୂଚନା

Published By : Prameya-News7 Bureau | November 12, 2020 IST

ନୂଆଦିଲ୍ଲୀ ୧୨/୧୧: କରୋନା କବଳରେ ଭାରତ। ଛୋଟ ଠାରୁ ବଡ଼ ସମସ୍ତେ କରୋନା ସଂକ୍ରମିତ ହେଉଛନ୍ତି। ରାଜସ୍ଥାନ କଂଗ୍ରେସ ମୁଖ୍ୟ ସଚିନ ପାଇଲଟ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ନିଜେ ସଚିନ ପାଇଲଟ୍‌ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

wp:core-embed/twitter {"url":"https://twitter.com/SachinPilot/status/1326888873436180481","type":"rich","providerNameSlug":"twitter","className":""}
https://twitter.com/SachinPilot/status/1326888873436180481
/wp:core-embed/twitter

କରୋନା ପଜିଟିଭ୍‌ ଥିବା ନେଇ ଟ୍ବିଟ୍‌ କରିବା ସହ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରିବାକୁ ଅନୁରୋଧ କରିଛନ୍ତି ପାଇଲଟ୍‌। ଏହାସହ ସେ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି ଓ ଖୁବଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଟ୍ବିଟ୍‌ରରେ ଲେଖିଛନ୍ତି ସଚିନ ପାଇଲଟ୍‌।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.