ଗାନ୍ଧୀ ପରିବାରର ହସ୍ତକ୍ଷେପର ମାସେ ପରେ ମାନିଲେ ପାଇଲଟ୍, ମିଳିପାରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ

ନୂଆଦିଲ୍ଲୀ ୧୧।୮: ଗାନ୍ଧୀ ପରିବାରର ହସ୍ତକ୍ଷେପ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ମାସେ ଧରି ଚାଲିଥିବା ବିବାଦର ସମାଧାନ ହୋଇଛି । ପାଇଲଟ ସୋମବାର ଅପରାହ୍ନରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ସହ ନିଜର ଚିନ୍ତା ପ୍ରକାଶ କରିଛନ୍ତି । ସନ୍ଧ୍ୟାରେ କଂଗ୍ରେସ ହାଇକମାଣ୍ଡ ତାଙ୍କ ଅଭିଯୋଗ ଶୁଣିବାକୁ ଏକ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି। ଏଭଳି ବିଶ୍ବାସ କରାଯାଉଛି ଯେ, ଏଭଳି ଏକ … Continue reading ଗାନ୍ଧୀ ପରିବାରର ହସ୍ତକ୍ଷେପର ମାସେ ପରେ ମାନିଲେ ପାଇଲଟ୍, ମିଳିପାରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ