ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ହେଲେ ଆଇପିଏସ୍ ଧୀରେନ୍ଦ୍ର ଏସ୍ କୁଟ୍ଟେ
23/10/2019 at 6:33 PM

ଭୁବନେଶ୍ୱର – ଆଇପିଏସ୍ ଧୀରେନ୍ଦ୍ର ଏସ୍ କୁଟ୍ଟେଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କ ଓଏସ୍ଡି ବା ଅଫିସର୍ ଇନ୍ ସ୍ପେଶାଲ ଡ୍ୟୁଟି ଭାବେ ନିଯୁକ୍ତି ପାଇଥିଲେ । ଧୀରେନ୍ଦ୍ର ଏସ୍ କୁଟ୍ଟେ ୧୯୯୭ ବ୍ୟାଚର ଆଇପିଏସ୍ ଅଧିକାରୀ ।
ପୂର୍ବରୁ ସେ ପରିବହନ କମିଶନର ଥିଲେ । ସେ କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ କାର୍ଯ୍ୟ କରିଛନ୍ତି। ଧୀରେନ୍ଦ୍ର ଏସ୍ କୁଟ୍ଟେ ଗଜପତି ,ରାଉରକେଲା ଓ ଯାଜପୁରର ଏସ୍ପି ଭାବେ କାର୍ଯ୍ୟ କରିଛନ୍ତି ।
Related Posts
କରୋନାରେ ଆକ୍ରାନ୍ତ ହେଲେ ପୂର୍ବତନ ବିଧାୟକ, ହସ୍ପିଟାଲରେ ଭର୍ତ୍ତି
20 April 2021