ହିନ୍ଦୀ ଗୀତ ଗାଇଛନ୍ତି ରୁଷିଆ ସେନା- ସୋସିଆଲ ମିଡିଆରେ ଭାଇରାଲ ହେଲା ଗୀତ
30/11/2019 at 10:22 PM

ମସ୍କୋ ୩୦।୧୧- ବଲିଉଡ୍ ଗୀତର ତାଳେ ତାଳେ ବିଦେଶୀ ସେନାର ସାମୂହିକ ସଂଗୀତ ଗାନ। ରୁଷିଆର ମିଲିଟାରୀ କ୍ୟାଡେଟ୍ ମାନେ ମହମ୍ମଦ ରଫି ଗାଇଥିବା ପ୍ରସିଦ୍ଧ ଗୀତ ଏ ୱତନ୍, ଏ ୱତନ୍, ହମ୍କୋ ତେରୀ କସମ୍, ତେରୀ ରାହୋଁ ମେ ଜାନ୍ ତକ୍ ଲୁଟା ଯାୟେଙ୍ଗେକୁ , ଖୁବ୍ ସୁନ୍ଦର ଭାବେ ଗାଇଥିଲେ ।
ସେମାନଙ୍କ ସହିତ ମସ୍କୋ ସ୍ଥିତ ଭାରତୀୟ ଦୂତାବାସର ମିଲିଟାରୀ ଆଡଭାଇଜର୍ ବ୍ରିଗେଡିୟର ରାଜେଶ ପୁଷ୍କର ମଧ୍ୟ ଥିଲେ । ଏହି ୨୭ ସେକେଣ୍ଡର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହୋଇଛି ।
Related Posts
ଭୀଷଣ ବିସ୍ଫୋରଣରେ ଦୋହଲିଗଲା ବିରାଟ ବିଲ୍ଡିଂ, ଭିଡିଓ ଭାଇରାଲ୍
20 January 2021