Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

୧୯ ପଇସା କମିଲା ଟଙ୍କା ମୂଲ୍ୟ, ଡଲାର ୭୬ ଟଙ୍କା ପାର

15/06/2020 at 5:07 PM

ମୁମ୍ବାଇ ୧୫।୬: ଘରୋଇ ସେୟାର ବଜାରରେ ହ୍ରାସ ଯୋଗୁ ସୋମବାର ବିଦେଶୀ ମୁଦ୍ରା ବିନିମୟରେ ଡଲାର ତୁଳନାରେ ୧୯ ପଇସା ଖସିଛି ଭାରତୀୟ ମୁଦ୍ରା। ଫଳରେ ଭାରତୀୟ ମୁଦ୍ରାରେ ଗୋଟିଏ ଡଲାରର ମୂଲ୍ୟ ୭୬ ଟଙ୍କାରେ ପହଞ୍ଚିଛି। ବଜାରରେ କାରବାର ଶେଷ ବେଳକୁ ଗୋଟିଏ ଡଲାରର ଦର ୭୬.୦୩ ରହିଛି। ଫଳରେ ଭାରତୀୟ ମୁଦ୍ରା ଲଗାତର ୩ ଦିନରେ ୪୩ ପଇସା ମୂଲ୍ୟ ହ୍ରାସର ସମ୍ମୁଖୀନ ହୋଇଛି।

ଗତ କାରବାର ଦିବସରେ ଟଙ୍କା ୦.୦୫ ପଇସା ହ୍ରାସ ସହ ୭୫ଟଙ୍କା ୮୪ପଇସା ପ୍ରତି ଡଲାରରେ ବନ୍ଦ ହୋଇଥିଲା। ତେବେ ସୋମବାର ଘରୋଇ ସେୟାର ବଜାର ଖୋଲିବା ଆରମ୍ଭରୁ ହ୍ରାସ ହେବା ଯୋଗୁ ଟଙ୍କା ଉପରେ ଚାପ ପଡିଛି। ପୂର୍ବାହ୍ନରେ କାରବାର ଆରମ୍ଭ ବେଳକୁ ଟଙ୍କା ୯ ପଇସା ହ୍ରାସ ସହ ୭୬ ଟଙ୍କା ୯୩ ପଇସା ପ୍ରତି ଡଲାରରେ ଖୋଲିଥିଲା। ତେବେ ଧିରେ ଧିରେ ଟଙ୍କାର ଗ୍ରାଫ କମିକମି ଯାଇଛି। ଏପ୍ରିଲ ୨୮ ତାରିଖ ପରେ ଟଙ୍କାର ଏହା ସର୍ବ ନିମ୍ନ ମୂଲ୍ୟ ବୋଲି ଜଣାପଡିଛି।

   Related Posts