Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

ଚଳନ୍ତା ଗଞ୍ଜେଇ ବୋଝେଇ କାର୍‌ରେ ଲାଗିଲା ନିଆଁ, ଜଳିଗଲା ସମ୍ପୂର୍ଣ୍ଣ ଗାଡି

2/04/2021 at 10:24 AM

ବୌଦ୍ଧ ୨।୪: ନିଆଁ ଲାଗି ଜଳିଗଲା ଗଞ୍ଜେଇ ଭର୍ତ୍ତି ଚଳନ୍ତା କାର୍ । ବୌଦ୍ଧ ଜିଲ୍ଲା ମନମୁଣ୍ଡା କପାସିରା ଛକରେ ଘଟିଛି ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳୁ କଣ୍ଟାମାଳ ଆଡୁ ଗଞ୍ଜେଇ ଭର୍ତ୍ତି କାର୍ ସୋନପୁର ଆଡକୁ ଯିବା ସମୟରେ ଚଳନ୍ତା ଅବସ୍ଥାରେ କୌଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା । ଫଳରେ ଚାହୁଁ ଚାହୁଁ ନିଆଁ ଗାଡିର ସବୁ ଆଡେ ଲାଗି ଯାଇଥିଲା । ଗାଡ଼ିରେ ବେଆଇନ ଗଂଜେଇ ଚାଲାଣ ହେଉଥିବାରୁ ଗାଡି ଚାଳକ କୌଶଳ କ୍ରମେ ଗାଡିରୁ ଓହ୍ଲାଇ ଗାଡିଟିକୁ ରାସ୍ତା କଡରେ ରଖି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ତେବେ ଗାଡିର ମାଲିକାନା ଓ ଗାଡିରେ କେଉଁଠୁ କେଉଁଠିକୁ ଗଂଜେଇ ଚାଲାଣ ହେଉଥିଲା ତାକୁ ନେଇ ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ ଓ କଣ୍ଟାମାଳ ଅବକାରୀ ବିଭାଗ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

   Related Posts