Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟପୁର ହସ୍ପିଟାଲ ICUରେ ଲାଗିଲା ନିଆଁ: ୫ ମୃତ, କୋଭିଡ ରୋଗୀଙ୍କ ଚାଲିଥିଲା ଚିକିତ୍ସା
  • ||
  • ସୋର : ଭାଇ ପୋଛିଦେଲା ଭଉଣୀ ମଥାର ସିନ୍ଦୁର, ଶାଳକର ଠେଙ୍ଗାମାଡ଼ରେ ଭିଣୋଇ ମୃତ
  • ||

ଆଜି ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ; ଦେଶବ୍ୟାପୀ ଗଣଦୌଡର ଆୟୋଜନ

31/10/2018 at 9:38 AM

ଭୁବନେଶ୍ବର ୩୧|୧୦: ଲୌହମାନବ ତଥା ଏକତାର ପ୍ରତିକ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଦେଶବ୍ୟାପୀ ଗଣଦୌଡର ଆୟୋଜନ କରାଯାଇଛି । ଏହି ଅବସରରେ ଦେଶର ରାଜଧାନୀ ଦିଲ୍ଲୀରେ ଗଣଦୌଡର ଆୟୋଜନ କରାଯାଇଛି । ଏକ ଭାରତ ଶ୍ରେଷ୍ଠ ଭାରତ ନାରା ଦେଇ ଗଣଦୌଡ ଆରମ୍ଭ ହୋଇଛି ।  ହଜାର ହଜାର ଲୋକ ଏହି ଗଣଦୌଡରେ ସାମିଲ ହୋଇଛନ୍ତି ଭୁବନେଶ୍ବର ମଞ୍ଚେଶ୍ବର ରେଲୱେ ଷ୍ଟାଡିୟମରୁ ଗଣଦୌଡର ଶୁଭାରମ୍ଭ ହୋଇଛି । ପତାକା ଦେଖାଇ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଛନ୍ତି । ଗଣଦୌଡରେ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଛନ୍ତି ।

   Related Posts