ଆଜି ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ; ଦେଶବ୍ୟାପୀ ଗଣଦୌଡର ଆୟୋଜନ
31/10/2018 at 9:38 AM

ଭୁବନେଶ୍ବର ୩୧|୧୦: ଲୌହମାନବ ତଥା ଏକତାର ପ୍ରତିକ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଦେଶବ୍ୟାପୀ ଗଣଦୌଡର ଆୟୋଜନ କରାଯାଇଛି । ଏହି ଅବସରରେ ଦେଶର ରାଜଧାନୀ ଦିଲ୍ଲୀରେ ଗଣଦୌଡର ଆୟୋଜନ କରାଯାଇଛି । ଏକ ଭାରତ ଶ୍ରେଷ୍ଠ ଭାରତ ନାରା ଦେଇ ଗଣଦୌଡ ଆରମ୍ଭ ହୋଇଛି । ହଜାର ହଜାର ଲୋକ ଏହି ଗଣଦୌଡରେ ସାମିଲ ହୋଇଛନ୍ତି ଭୁବନେଶ୍ବର ମଞ୍ଚେଶ୍ବର ରେଲୱେ ଷ୍ଟାଡିୟମରୁ ଗଣଦୌଡର ଶୁଭାରମ୍ଭ ହୋଇଛି । ପତାକା ଦେଖାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଛନ୍ତି । ଗଣଦୌଡରେ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଛନ୍ତି ।
Related Posts
ଜୟପୁର ସବ୍ ଜେଲରେ ରେଡ୍, ଏସ୍ପି ଓ ଉପ ଜିଲ୍ଲାପାଳ ସାମିଲ
18 April 2021
ପୋଖରୀରେ ଭାସୁଛି ମୃତଦେହ, କାରଣ ଅସ୍ପଷ୍ଟ
18 April 2021
ଫେରୁଛି ତାତି, ସପ୍ତାହେ ଯାଏଁ ଛଟପଟ କରିବ
18 April 2021