Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବିକାଶ ବେହେଲଙ୍କୁ ଡେଟ୍ କରୁଛନ୍ତି ଗୈାହାର ଖାନ୍

3/01/2019 at 5:53 PM

ମୁମ୍ବାଇ ୩/୧: ବିଗ୍ ବସ୍ ସିଜନ୍-୭ର ବିଜେତା ଗୈାହାର ଖାନ୍ ଆଜିକାଲି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ବଲିଉଡରେ ଚର୍ଚ୍ଚା ହେଉଛି ଯେ ଗୈାହାର ଖାନ୍ ‘କୁଇନ୍‌’ର ନିର୍ଦ୍ଦେଶକ ବିକାଶ ବେହଲଙ୍କୁ ଡେଟ୍ କରୁଛନ୍ତି।

ଦିନକୁ ଦିନ ଦୁଇଜଣଙ୍କ ମଧ୍ୟରେ ବନ୍ଧୁତା ବଢ଼ି ଚାଲିଛି। କିନ୍ତୁ ଗୈାହାରଙ୍କ ବନ୍ଧୁ ଏହି ସୂଚନାକୁ ଖଣ୍ଡନ କରିଛନ୍ତି। ତାଙ୍କ ବନ୍ଧୁଙ୍କ କହିବା ଅନୁସାରେ ଗୈାହାର ଏବଂ ବିକାଶ କେବଳ ଭଲ ସାଙ୍ଗ। ବିକାଶ ବେହଲ ମି ଟୁ ରେ ଫସିବା ପୂର୍ବରୁ ଗୈାହାର ତାଙ୍କ ନିକଟତର ହୋଇଥିଲେ। ଗୈାହାର  ସମସ୍ତ କଠିନ ପରିସ୍ଥିତିରେ ବିକାଶଙ୍କ ସାଥ ଦେଇଥିଲେ। ଗୈାହାର ଏବଂ ବିକାଶଙ୍କ ଦେଖାସାକ୍ଷାତ ଜଣେ କମୋନ୍ ଫ୍ରେଣ୍ଡ ଜରିଆରେ ହୋଇଥିଲା।

କେବଳ ଏତିକି ନୁହେଁ ଗୈାହାରଙ୍କୁ ଅଧିକାଂଶ ସମୟ ବିକାଶଙ୍କ ଘର ଏବଂ ଅଫିସ୍ ବାହାରେ ଦେଖାଯାଇଛି।   

   Related Posts